ମହୁଲ ତୋଳାରୁ ତୀରମାଡ଼; ଜଣେ ଗୁରୁତର

ମହୁଲ ତୋଳାରୁ ତୀରମାଡ଼ । ମହୁଲ ତୋଳିବାକୁ ନେଇ ଜଣଙ୍କୁ ତୀରମାଡ଼ ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

ମହୁଲ ତୋଳାରୁ ତୀରମାଡ଼

ମହୁଲ ତୋଳାରୁ ତୀରମାଡ଼ । ମହୁଲ ତୋଳିବାକୁ ନେଇ ଜଣଙ୍କୁ ତୀରମାଡ଼ ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, କେନ୍ଦୁଝର ମହୁଲଡିହା ଥାନା ଝାଟିକିଟିଆରେ ଗାଁରେ ମହୁଲ ତୋଳାକୁ ନେଇ ବିବାଦ ଉପୁଜିଥିଲା । ଯାହା ପରେ ଉଗ୍ର ରୂପ ନେଇଥିଲା । ଫଲରେ ମରଣାନ୍ତକ ଆକ୍ରମଣ ସହ ତୀରମାଡ଼ ହୋଇଥିବା ଜଣାପଡିଛି ।

ବ୍ୟକ୍ତି ଜଣଙ୍କର ଜଙ୍ଘରେ ତୀର ଫୁଟି ରହିଥିବା ହେତୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।