ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଖୁସିଖବର ,ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।

sai job

News Summary

(SAI) ପକ୍ଷରୁ ଆସିଷ୍ଟାଣ୍ଟ ନ୍ୟୁଟ୍ରିନିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ପକ୍ଷରୁ ଆସିଷ୍ଟାଣ୍ଟ ନ୍ୟୁଟ୍ରିନିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ଶେଷ ତାରିଖ ୨୯ ମାର୍ଚ୍ଚ, ୨୦୨୨ ରହିଛି। ଆବେଦନ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ଯାଇ ଆବେଦନ କରିପାରିବେ।

ଦରମା: ନିଯୁକ୍ତି ପାଇବା ପ୍ରାର୍ଥୀଙ୍କୁ ମାସକୁ ୪୦ରୁ ୬୦ ହଜାର ଟଙ୍କା ଦରମା ମିଳିବ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI)ର ବିଜ୍ଞପ୍ତି ଅନୁଯାୟୀ ପଦବୀରେ ଆବେଦନ ପାଇଁ ଫୁଡ ଆଣ୍ଡ ନ୍ୟୁଟ୍ରିଶନିଷ୍ଟ/ ନ୍ୟୁଟ୍ରିସିଆନ୍‌ ସହିତ ହୋମ ସାଇନ୍ସ/ସ୍ପୋଟର୍ସ ନ୍ୟୁଟ୍ରିସିଆନରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ।

କିପରି କରିବେ ଆବେଦନ: