ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଫୁଲବାଣୀ: ବ୍ରାହ୍ମଣୀ ଜଙ୍ଗଲରେ ଗଞ୍ଜେଇ ମାଫିଆ ମୁନା ଦିଗାଲକୁ ଏନ୍କାଉଣ୍ଟର; ଡାହାଣ ଆଣ୍ଠୁରେ ବାଜିଛି ଗୁଳି, ଡାକ୍ତରଖାନାରେ ଭର୍ତ୍ତି
ହକି ବିଶ୍ୱକପ୍ ମାସ୍କଟ୍ ‘ଓଲି’କୁ ପୁରୀରେ ଭବ୍ୟ ସ୍ୱାଗତ
ଦାନ୍ତେଓ୍ୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା: ମାଲକାନଗିରିରେ ଲାଗିଲା ନକ୍ସଲ ବିରୋଧୀ ପୋଷ୍ଟର
ଆସନ୍ତା ୧୬ ତାରିଖରୁ ବିଧାନସଭାର ଶୀତ ଅଧିବେଶନ: ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ
ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ସ୍କେଚ୍ ଜାରି ହେବ, ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍
୫, ୬ ଓ ୮ ତାରିଖରେ ରାଜ୍ୟର ସବୁ କେନ୍ଦ୍ରୀୟ ଅଫିସ୍ ଆଗରେ ବିକ୍ଷୋଭ କରିବ ବିଜେଡି, ପ୍ରେସ୍ମିଟ୍ରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମାଙ୍କ ସୂଚନା
ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା: କହିଲେ- ସାମ୍ବିଧାନିକ ସଙ୍କଟ ଦେଖାଦେଇଛି, ଲୋକେ ନ୍ୟାୟ ପାଉନାହାନ୍ତି, କର୍ତ୍ତବ୍ୟ ପାଳନରେ ସରକାର ଚରମ ଅବହେଳା କରିଛନ୍ତି, ଆନ୍ଦୋଳନରୁ ଓହରିବାକୁ ଓକିଲଙ୍କୁ ଅନୁରୋଧ
ଜୁଡିସିଆଲ ଅଫିସର ଅକ୍ଷୟ ମିଶ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି: ଡ. ଅକ୍ଷୟ ମିଶ୍ରଙ୍କ ନାଁ ସୁପାରିସ କଲେ ସୁପ୍ରିମ୍କୋର୍ଟ କଲିଜିୟମ୍
ଉମରକୋଟ: ରାଇଘର ବ୍ଲକ୍ ଖରକାରପାର ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିବା ପରେ ବେକରେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା; ଗୁରୁତର ସ୍ତ୍ରୀ ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ବିଧାନସଭା ଗୃହ କମିଟି ଆଗରେ ଅଭିଜିତ ଆୟରଙ୍କ ସତ୍ୟପାଠ ଦାଖଲ ନେଇ ପ୍ରତିକ୍ରିୟା ରଖିଲେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର: କହିଲେ- ବକ୍ତବ୍ୟ ଓ ସତ୍ୟପାଠର ତର୍ଜମା ହେବ, ସ୍ପଷ୍ଟୀକରଣର ଆବଶ୍ୟକତା ଥିଲେ ପୁଣି ଡକାଯିବ
ସମ୍ବଲପୁରରେ ଆଜି ବି କ୍ୟାମ୍ପ୍ କୋର୍ଟକୁ ଓକିଲଙ୍କ ବିରୋଧ: ମଣ୍ଡଳ କାରାଗାର ଗେଟ୍ ଆଗରୁ ବିଚାରପତିମାନେ ଫେରିଗଲେ
ନୟାଗଡ଼: ପଦାରେ ପଡ଼ିଲା ବିଜେଡି କର୍ମୀଙ୍କ ଅସଲ ଚେହେରା; ସମ୍ପର୍କ ପଦଯାତ୍ରାକୁ ନଗଲେ ଭତ୍ତାରୁ ବାଦ୍ ଦେବାକୁ ଧମକ ଅଭିଯୋଗ
ବିଧାୟକଙ୍କୁ ନେଇ ଅଭିଜିତ୍ ଆୟରଙ୍କ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗ: ବିଧାନସଭା ଗୃହ କମିଟି ନିକଟରେ ହାଜର ହେବା ପରେ ସତ୍ୟପାଠ ଦାଖଲ କଲେ ଅଭିଜିତ୍
ପାଲଲହଡ଼ା: ଘରୁ ଡାକି ନେଇ ଯୁବତୀଙ୍କୁ ତାଙ୍କ ପ୍ରେମିକ ଓ ତାର ଦୁଇ ସାଙ୍ଗ ଗଣଦୁଷ୍କର୍ମ କରିଥିବା ଅଭିଯୋଗ; ପାଲଲହଡ଼ା ଥାନାରେ ଏତଲା, ଅଭିଯୁକ୍ତ ପ୍ରେମିକ ଅଟକ
ଢେଙ୍କାନାଳ: ସଦର ରେଞ୍ଜରେ ୭ ହାତୀ ମୃତ୍ୟୁ ଘଟଣା; ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ମୋହନା: କଣ୍ଟେଇକୋଳି ଗାଁରୁ ପୁଲିସ୍ ଗିରଫ କରିଥିବା ଗୁଣିଆକୁ ଛଡ଼ାଇ ନେଲେ ଲୋକେ; ନିରୁପାୟ ହୋଇ ଫେରିଲା ପୁଲିସ୍
ମୋହନା: କଣ୍ଟେଇକୋଳି ଗାଁରେ ତନ୍ତ୍ରମନ୍ତ୍ର ଚାଲିଥିବା ବେଳେ ଗୁଣିଆକୁ ଗିରଫ କଲା ପୁଲିସ୍; ଗୁଣିଆକୁ ଛାଡ଼ି ଦେବାକୁ ଅଡ଼ି ବସିଛନ୍ତି ଗ୍ରାମବାସୀ, ଗାଁରେ ଉତ୍ତେଜନା, ପୁଲିସ୍କୁ ଘେରିଲେ ଲୋକେ
ଭୁବନେଶ୍ୱର ଖଣ୍ଡଗିରି ଛକରେ ଜଳିଗଲା ୨ଟି ବସ୍; ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ
ନୀଳଗିରି: ବନବିଭାଗ ଘଉଡ଼ାଇଲା ବେଳେ ବାଟବଣା ହୋଇ ସିଙ୍ଗିରି ଗାଁରେ ପଶିଲେ ଝାଡ଼ଖଣ୍ଡୀ ହାତୀ; ଲୋକେ ଆତଙ୍କିତ, କାଲି ୩୪ ହାତୀକୁ ଘଉଡ଼ା ଯାଇଥିଲା
ଭଞ୍ଜନଗର: ସିପିଆଇ ମାଓବାଦୀ ପକ୍ଷରୁ ଦଦରାଲୁଣ୍ଡା ଗାଁ ଛକରେ ଲାଗିଛି ମାଓ ପୋଷ୍ଟର; ଗଞ୍ଜାମର ୨ ବିଧାୟକଙ୍କୁ ହତ୍ୟା ଧମକ
ଅନୁଗୋଳ: ବାଘୁଣୀକୁ ଧରିବାକୁ ଚନ୍ଦକାରୁ ଯାଇ ପୁରୁଣାକୋଟରେ ପହଞ୍ଚିଲା ହାତୀ ଯଶୋଦା; ଆଉ କିଛି ସମୟ ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯିବ
ଭୁବନେଶ୍ୱର: ବାଲିପାଟଣା ନୂଆସାହିରେ ବାଣ ବିସ୍ଫୋରଣ ଘଟଣା; ନିଖୋଜ ଜ୍ଞାନେନ୍ଦ୍ର ମିଶ୍ରଙ୍କର କାଲିଠାରୁ ପତ୍ତା ମିଳୁନି, ଜ୍ଞାନେନ୍ଦ୍ରଙ୍କ ଦେହାବଶେଷ ବି ଠାବ କରିପାରୁନି ପୁଲିସ୍, କାଲି କେବଳ ଜ୍ଞାନେନ୍ଦ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଶବ ମିଳିଥିଲା
ମରୁଡ଼ି, ଚାଷୀ ଆତ୍ମହତ୍ୟା ଓ ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି ବସନ୍ତ ପଣ୍ଡା: କହିଲେ- ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ, ତୃତୀୟ ମହଲା କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ମିଲର
ବଲାଙ୍ଗିର ମେଡିକାଲ କଲେଜ ଆଇସିୟୁରେ ମହିଳା ରୋଗୀଙ୍କୁ ଅଧୀକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ: ଡିସ୍ଚାର୍ଜ କରିବାକୁ ବାଧ୍ୟ କରି ଟଣାଓଟରା କରିଥିବା ଅଭିଯୋଗ, ଟାଉନ ଥାନାରେ ଅଭିଯୋଗ କଲେ ସଂପୃକ୍ତ ମହିଳା ରୋଗୀ
ଭୁବନେଶ୍ୱର: ବରମୁଣ୍ଡା ପାଇକ ନଗରରେ ଡ୍ରେନ୍ ଖୋଳା ଯାଉଥିବା ବେଳେ ଭୁଶୁଡ଼ିଲା କାନ୍ଥ; ୩ ଶ୍ରମିକ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
First
Prev
1665
1666
1667
1668
1669
1670
1671
1672
1673
1674
1675
Next
Last
© 2022 - Odisha Television Limited. All Rights Reserved.