Daily Horoscope 26th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ତିଥି – ୧୪ ଶୀ ଦିବା ୧୨/୨୪ ଗତେ ଅମାବାସ୍ୟା ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୩୨ ଗତେ ସିଂହ, ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୩୨ ଗତେ କର୍କଟ ଓ ମକର, ଘାତ ବାର –ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ନାସ୍ତି

Aries

ମେଷ

Friday 26 Aug 2022

ଅଶ୍ୱନୀ – ଚାକିରିରେ କର୍ତୁପକ୍ଷଙ୍କ ଶୁଭ ଦୃଷ୍ଟି ଆକର୍ଷଣ କରିବେ ।

ଦ୍ୱିଜା –ଆଶା କରୁଥିବା ଦିଗରୁ ସାହାର୍ଯ୍ୟ ସହଯୋଗ ପାଇବେ ।

କୃତିକା –ପଦ ମର୍ଯ୍ୟାଦା ବୃଦ୍ଧି ପାଇବ ।

ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :