Daily Horoscope 25th August 2023: ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ, ସରକାରୀ ଚାକିରିଆଙ୍କ ପାଇଁ ଭଲ ସୁଯୋଗ ଆସିପାରେ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି -  ୯ମୀ ରାତ୍ରି ୦୨.୦୨ ଗତେ ୧୦ମୀ ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ନାସ୍ତି

Aries

ମେଷ

Friday 25 Aug 2023

ଅଶ୍ୱନୀ- ବ୍ୟବସାୟରେ ପରିବାରର ସହଯୋଗ ପାଇବେ । ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ କାମ ପୂରା ହେବ । ପ୍ରେମ ସମ୍ବନ୍ଧରେ ଘନିଷ୍ଠତା ବଢିବ        
ଦ୍ୱିଜା- ଅଫିସ୍ କାମ ସହଜରେ ଶେଷ ହେବ । ବିରୋଧୀମାନେ ଗୁପ୍ତ ରୂପେ ପ୍ରଂଶସା କରିବେ । ପୁଞ୍ଜି ବଜାରରେ ନିବେଶ କଲେ ଭବିଷ୍ୟତରେ ଲାଭ ପାଇବେ ।    
କୃତିକା- ସାମାଜିକ ମିଳାମିଶା ବଢିବ । କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ସାହିତ୍ୟିକଙ୍କ ଲାଗି ଦିନଟି ଭଲ ରହିବ । ସୁନା ଅଳଙ୍କାର କିଣିବା ଲାଗି ଭାବିବେ

ପ୍ରତିକାର -  ମହାଦେବଙ୍କ ପୂଜା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :