Daily Horoscope 24th May 2023: ଏହି ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ, ଦୁର୍ଘଟଣାର ଭୟ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର, ଚନ୍ଦ୍ର – ମିଥୁନ ଦିବା ୦୮.୨୭ ଗତେ କର୍କଟ, ତିଥି – ୫ମୀ ରାତ୍ରି ୦୩.୦୧ ଗତେ ୬ଷ୍ଠୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୨୭ ପର୍ଯ୍ୟନ୍ତ, ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ -କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୩.୦୬ ପର୍ଯ୍ୟନ୍ତ

Aries

ମେଷ

Wednesday 24 May 2023

ଅଶ୍ୱନୀ –  ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ । ଅସନ୍ତୋଷ ଭାବନାକୁ ନିଜ ଅବୈଧ ହେବାକୁ ଦିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ପୂର୍ଣ୍ଣଫଳ ପାଇବେ । 
ଦ୍ୱିଜା –  ଭାଇ ଭଉଣୀ ପାଇଁ ପାରିବାରିକ ଶାନ୍ତି କେତେକାଂଶରେ ଦେଖାଦେବ ।  ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ । ଭାଷଣ ବାଜିରେ କ୍ରୋଧକୁ ଆୟfତ୍ତ କରି ଉଚିତ୍ କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ
କୃତିକା – କାହାର ଗ୍ୟାରେଣ୍ଟି ନେବା ଠାରୁ ଦୂରେଇ ରୁହନ୍ତୁ । ମହିଳାମାନଙ୍କର ଖ୍ୟାତି ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ସୁନାମ ଅର୍ଜନ କରିବା ସହିତ ସବୁ ପ୍ରକାର ସୁବିଧା ପାଇବେ ।

ପ୍ରତିକାର -  ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :