champions trophy
OTV Logo

ଚାମ୍ପିୟନ୍ସ ଟ୍ରଫିର ପୂର୍ବ ବିଜେତା

Author: Saroj Kumar Jena | Credit: canva

champions trophy
OTV Logo

୨୦୨୫ର ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ପାକିସ୍ତାନରେ ଆୟୋଜିତ ହେବ। ଭାରତ ଓ ଅଷ୍ଟ୍ରେଲିଆ ୨ ଥର ଲେଖାଏ ଚାମ୍ପିୟନ ହୋଇଥିବା ବେଳେ ସମସ୍ତ ପୂର୍ବ ଚାମ୍ପିୟନ ମାନଙ୍କ ଉପରେ ଏକ ନଜର।

Author: Saroj Kumar Jena | Credit: canva

pakistan
OTV Logo

୨୦୧୭- ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତକୁ ପରାସ୍ତ କରି ପାକିସ୍ତାନ ପ୍ରଥମ ଥର ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।

Author: Saroj Kumar Jena | Credit: canva

india

୨୦୧୩- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଆୟୋଜକ ଇଂଲଣ୍ଡକୁ ହରାଇ ଦ୍ବିତୀୟ ଟାଇଟଲ ହାସଲ କରିଥିଲା।

Author: Saroj Kumar Jena | Credit: canva

Australia

୨୦୦୯- ରିକି ପଣ୍ଟିଂଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଏହାର ଶେଷ ଟାଇଟଲ ୨୦୦୯ରେ ବିଜୟୀ ହୋଇଥିଲା।

Author: Saroj Kumar Jena | Credit: canva

australia

୨୦୦୬- ଭାରତରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ।

Author: Saroj Kumar Jena | Credit: canva

westindies

୨୦୦୪- ୫୦ ଓଭର ଫର୍ମାଟରେ ଏହା ୱେଷ୍ଟଇଣ୍ଡିଜର ଶେଷ ଆଇସିସି ଟାଇଟଲ ରହିଥିଲା। ଏହା ପରଠାରୁ ଦଳ କୌଣସି ଆଇସିସି ଦିନିକିଆ ଟାଇଟଲ ଜିତିବାରେ ସଫଳ ହୋଇନାହିଁ।

Author: Saroj Kumar Jena | Credit: canva

india

୨୦୦୨- ପ୍ରବଳ ବର୍ଷା କାରଣରୁ ରିଜର୍ଭ ଡେରେ ମଧ୍ୟ ଖେଳ ସମ୍ଭବ ନ ହେବା କାରଣରୁ ଭାରତ ଓ ଶ୍ରୀଲଙ୍କାକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା।

Author: Saroj Kumar Jena | Credit: canva

nz

୨୦୦୦- ଭାରତକୁ ହରାଇ ନ୍ୟୁଜିଲାଣ୍ଡ ୨୦୦୦ ମସିହା ଚାମ୍ପିୟନ ହୋଇଥିଲା। ହ୍ବାଇଟ ବଲ ଫର୍ମାଟରେ ଏହା ନ୍ୟୁଜିଲାଣ୍ତର ଏକମାତ୍ର ଟାଇଟଲ।

Author: Saroj Kumar Jena | Credit: canva

South africa

୧୯୯୮- ବାଂଲାଦେଶରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସଂସ୍କରଣରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଏହାର ଏକମାତ୍ର ଟାଇଟଲ ହାସଲ କରିଥିଲା।

Read More