Bhubaneswar

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧ ୱିକେଟ ନେବା ସହ ପେସ ବୋଲରଙ୍କ ମଧ୍ୟରେ ସର୍ବାଧିକ ୱିକେଟ ନେବାର ଗୌରବ ନିଜ ନାମରେ କରିଛନ୍ତି।

ପୂର୍ବରୁ ୱେଷ୍ଟଇଣ୍ଡିଜର ଡ୍ବେନ ବ୍ରାଭୋଙ୍କ ନାମରେ ଏହି ରେକର୍ଡ ରହିଥିଲା।

ଆଇପିଏଲରେ ୨୦୬ ୱିକେଟ ନେଇଥିବା ୟୁଜବେନ୍ଦ୍ର ଚହଲଙ୍କ ଠାରୁ ୨୨ ୱିକେଟ ପଛରେ ରହିଛନ୍ତି

ଏହାକୁ ମିଶାଇ ଭୁବନେଶ୍ବର ୧୮୪ ୱିକେଟ ନେଇଛନ୍ତି। ଅନ୍ୟ ପକ୍ଷରେ ବ୍ରାଭୋ ୧୮୩ ୱିକେଟ ସହ ଦ୍ବିତୀୟ ସ୍ଥାନକୁ ଖସିଛନ୍ତି

ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରା ୧୬୫ ଓ ଉମେଶ ଯାଦବ ୧୪୪ ୱିକେଟ ସହିତ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।