dhoni

୪୩ ବର୍ଷ ୨୭୮ ଦିନରେ କେକେଆର ବିପକ୍ଷରେ କ୍ୟାପଟେନ ଥିବା ଧୋନୀ ଆଇପିଏଲ ଇତିହାସର ସବୁଠାରୁ ବୟସ୍କ ଅଧିନାୟକ ରହିଛନ୍ତି

ପୂର୍ବରୁ ଏହି ରେକର୍ଡ ମଧ୍ୟ ଧୋନୀଙ୍କ ନାମରେ ଥିଲା। ୪୧ ବର୍ଷ ୩୨୬ ଦିନରେ ସେ ଚେନ୍ନାଇକୁ ୨୦୨୩ ସଂସ୍କରଣ ଚାମ୍ପିୟନ କରିଥିଲେ।

୪୧ ବର୍ଷ ୨୪୯ ଦିନରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିଥିବା ସେନ ୱାର୍ନ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।

୪୧ ବର୍ଷ ୧୮୫ ଦିନରେ ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଇଥିବା ଆଡାମ ଗିଲକ୍ରୀଷ୍ଟ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଏହା ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ରାହୁଲ ଦ୍ରାବିଡ। ୪୦ ବର୍ଷ ୧୩୩ ଦିନରେ ଦ୍ରାବିଡ ରାଜସ୍ଥାନ ରୟାଲ୍ସର କ୍ୟାପଟେନ ରହିଥିଲେ।