ଆଇପିଏଲ ୨୦୨୫ ଆରମ୍ଭ ହୋଇ ସାରିଥିବା ବେଳେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି ଗ୍ଲେନ ମ୍ୟାକ୍ସୱେଲ।
ଆଇପିଏଲ ୨୦୨୫ ଆରମ୍ଭ ହୋଇ ସାରିଥିବା ବେଳେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି ଗ୍ଲେନ ମ୍ୟାକ୍ସୱେଲ।
ଏହାକୁ ମିଶାଇ ୧୯ ଥର ମ୍ୟାକ୍ସୱେଲ ୦ରେ ଆଉଟ ହୋଇଥିଲେ।
ପୂର୍ବରୁ ୧୮ ଥର ଆଉଟ ହୋଇଥିବା ରୋହିତ ଶର୍ମାଙ୍କ ନାମରେ ଏହି ରେକର୍ଡ ରହିଥିଲା।`
ଅନ୍ୟତମ ଭାରତୀୟ ଖେଳାଳି ଦୀନେଶ କାର୍ତ୍ତିକ ମଧ୍ୟ ସମାନ ୧୮ ଥର ଖାତା ଖୋଲି ପାରି ନାହାନ୍ତି।
ସୁନୀଲ ନାରିନ ଓ ପୀୟୁଷ ଚାୱଲା ୧୬ ଥର ଲେଖାଏ ଆଉଟ ହେବା ସହିତ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।