ମାଗଣା ଚାଉଳକୁ ନେଇ ସରଗରମ ହୋଇଛି ରାଜନୀତି.. କିଏ ଚାଉଳ ଦେଇ ଗରିବଙ୍କ ମନ କିଣିବ ତାକୁ ନେଇ ଚାଲିଛି ଟଣାଓଟରା..ଏସବୁ ଭିତରେ ଚାଉଳ ରାଜନୀତିର ରଙ୍ଗ କଣ ହେବ ଦେଖନ୍ତୁ ସ୍ପେଶାଲ ରିପୋର୍ଟରେ..