ପଂଚାୟତ ନିର୍ବାଚନ ଲାଗି ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ । ସେପଟେ ନିର୍ବାଚନ ଲାଗି ପୁରା ତୟାର୍ ବିଭିନ୍ନ ରାଜନୈତିକ ଦଳ । ଭୋଟ୍ ପୂର୍ବରୁ ମାହୋଲ୍ ବନାଇବା ଲାଗି ନିଜ ନିଜର ବ୍ଳୁପ୍ରିଣ୍ଟ ବି ପ୍ରସ୍ତୁତ କରିସାରିଛନ୍ତି ସବୁ ପାର୍ଟି ।