ଉତ୍କଳମଣିଙ୍କ ଜନ୍ମସ୍ଥାନ ରୂପାନ୍ତରିତ ପ୍ରକଳ୍ପର ଲୋକାର୍ପଣ । ନୂଆ ଜୀବନ ପାଇଛି ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ । ଆବିର୍ଭାବର ୧୪୫ ବର୍ଷ ପରେ ପୁନର୍ଜୀବିତ ଉତ୍କଳମଣିଙ୍କ ସ୍ମୃତି । ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନର ରୂପାନ୍ତରିତ ପ୍ରକଳ୍ପ । ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।