ଏଇ ମାସ ଶେଷ ଆଡ଼କୁ ରୋମ୍ ଯିବେ ମୁଖ୍ୟମନ୍ତ୍ରୀ । ରୋମରେ ଜାତିସଂଘ ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଯୋଗ ଦେବେ । ବଖାଣିବେ ଖାଦ୍ୟ ସୁରକ୍ଷାରେ ଓଡ଼ିଶା ସଫଳତାର କାହାଣୀ।