ଚାନ୍ଦା ନେଇ ତଥ୍ୟ ଦେଲାନି ବିଜେଡି । ADR ରିପୋର୍ଟରେ ଦଳ ଓ ଦଳପତି ଧନୀ ହେବା ପରେ ଏଥର କିନ୍ତୁ କେଉଁ ଉତ୍ସରୁ କେତେ ପାଣ୍ଠି ଆସିଛି ସେନେଇ ଦଳ ଆଦୌ ତଥ୍ୟ ଦେଇନି, ଯାହାକୁ ନେଇ ରାଜନୀତି ସରଗରମ । ବିରୋଧୀ କଳାଧନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିବା ବେଳେ ଉତ୍ତରରେ ଶାସକ ଦଳ କହିଛି କୌଣସି ତଥ୍ୟ ଲୁଚାଯାଇନି।