ସୁର ବନାମ ନିରଞ୍ଜନ। କାଲି ସୋ-କଜ୍ ମାଗିଥିଲେ ନିରଞ୍ଜନ। ଆଉ ଆଜି ସାଂଘାତିକ ଉତ୍ତର ଦେଲେ ସୁର। ଇଏ ସେହି ସମୟର ଦୃଶ୍ୟ ହାତରେ ଲଫାଫା ଧରି ସିଧା ରାଜ୍ୟ କଂଗ୍ରେସ ଭବନ ଯାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ବାଟରେ ପିସିସି ପ୍ରବକ୍ତାଙ୍କୁ ଭେଟି ସଭାପତିଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଚିଠି।