ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ବିଜେଡିର ଜୋରଦାର ପ୍ରୟାସ । ସମ୍ବଲପୁର ଗୋଷ୍ଠୀ ବିବାଦର ସମାଧାନ ପାଇଁ ଶଙ୍ଖଭବନରେ ହେଲା ତାଳିପକା ଉଦ୍ୟମ । ଏପଟେ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଆଗକୁ ବଡ଼ ଆନ୍ଦୋଳନ ପାଇଁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ବ୍ଲୁ-ପ୍ରିଣ୍ଟ ।