ରାଜ୍ୟର ୨୦ ଲକ୍ଷ ନୂଆ ଭୋଟରଙ୍କ ଉପରେ ବିଜେଡିର ନଜର। ରାଜ୍ୟ ସାରା ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଦଳ ହେଲ୍ପ ଡେସ୍କ ଖୋଲି ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଉଛି । ତେବେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ହେଲ୍ପ ଡେସ୍କ ରାଜନୀତି କରୁଥିବା ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଛାତ୍ର ସଂଗଠନ।