ବିରୋଧୀ ଦଳ ନେତା ଓ ଆଇଆଇସିଙ୍କ ମଧ୍ୟରେ ଠେଲାପେଲା । ତାପରେ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପ । ଆଜି ଏହି ଘଟଣା ଉଗ୍ର ରୂପ ନେଲା । କାଲିର ବିଜେଡିର ରିଆକ୍ସନ ପରେ ଆଜି ଦେଖିବାକୁ ମିଲିଲା ଓଭର ରିଆକସନ୍ । ଭୁବନେଶ୍ୱରରୁ ନେଇ ସମ୍ବଲପୁର ସବୁଠି ଜୟନରାୟଣଙ୍କ ବିରୋଧରେ ଆନ୍ଦୋଳନ । ତେବେ ସମ୍ବଲପୁର ସର୍କିଟ୍ ହାଉସରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।