ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଭାବେ ଚର୍ଚ୍ଚା ହେଉଥିବା ଜ୍ୟୋତିକାନ୍ତ ପରିଡ଼ାଙ୍କୁ ନେଇ ବିଜେଡିରେ ଝଡ଼। ଜ୍ୟୋତିକାନ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ସତ୍ତ୍ୱେ ତାଙ୍କୁ କେମିତି ଜଗତସିଂହପୁର ବିଜେଡିର ଉପସଭାପତି ଭାବେ ନିଯୁକ୍ତ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।