ନିଜ ରାଜ୍ୟର ଲୋକଙ୍କ ବିକାଶ ନ କରି ଓଡ଼ିଶା ସୀମାନ୍ତ ଗାଁଗୁଡିକୁ ନିଜ ଅକ୍ତିଆର କରିବାକୁ ରୀତିମତ କୁଚକ୍ରାନ୍ତ କରୁଛି ଆନ୍ଧ୍ରପ୍ରଦେଶ.. ହେଲେ ଏବେ ନିଜ ଷଡ଼ଯନ୍ତ୍ର ତାକୁ ଭାରି ପଡ଼ିଛି..