ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ଉଠିବ ରାଜ୍ୟରେ ଚାଲିଥିବା ବହୁ ଚର୍ଚ୍ଚିତ 5T ମଡେଲ୍ ପ୍ରସଙ୍ଗ। ମୁହାଁମୁହିଁ ହେବେ ବିଜେପି-ବିଜେଡି। 5T ମଡେଲରେ ରାଜ୍ୟ ବିକାଶର କଥା ବିଜେଡି ଜୋରଦାର ଢଙ୍ଗରେ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ 5Tସଚିବଙ୍କ ଜିଲ୍ଲା ଗସ୍ତ ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ଉଠାଇବେ ବିଜେପି ଓ କଂଗ୍ରେସ।