ନୂଆ ସରକାରକୁ ୩ ମାସ, ଅଚଳ ନିଗମ ଓ ବୋର୍ଡ । ଜୁନ୍ ୨୨ରୁ ପୁରୁଣା ଅଧ୍ୟକ୍ଷଙ୍କୁ ଦିଆଯାଇଛି ଅବ୍ୟାହତି । ଏଯାଏଁ ନୂଆ ଅଧ୍ୟକ୍ଷ ନିଯୁକ୍ତି କରିନାହାନ୍ତି ସରକାର । ଆଶା ଆଶଙ୍କାରେ ଲବିରେ ଥିବା ନେତା ।