୪ ଦଶନ୍ଧି ପରେ ଖୋର୍ଦ୍ଧା ଜିଲ୍ଲା କୋର୍ଟର ନବକଳ୍ପ । ଭୁବନେଶ୍ୱରରେ ଅତ୍ୟାଧୁନିକ ଜୁଡିସିଆଲ୍ କମ୍ପ୍ଲେକ୍ସ । ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ ।