କୋରାପୁଟର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆପଣ ଯଦି କେବେ ଦେଓମାଳି ଯାଉଥିବେ, ତେବେ କୋଟିଆର ବିରିୟାନୀ ଖାଇବାକୁ ଭୁଲନ୍ତୁ ନାହିଁ। ଏଠାରେ ମିଳୁଥିବା ଅଜୟଙ୍କ ଦେଶୀ ବିରିୟାନୀର ପ୍ରସ୍ତୁତି ଏମିତି ଯେ, ପଛରେ ପଡିଯିବେ ବଡ଼ ବଡ଼ ପଞ୍ଚତାରକା ହୋଟେଲ...