ଆଧ୍ୟାତ୍ମିକତାର ସହର ପୁରୀ । ଯେଉଁଠି ଭକ୍ତଟିଏ ପାଦଦେଲେ ବିଭୋର ହୋଇଯାଏ, ମହାପ୍ରଭୁଙ୍କୁ ଦର୍ଶନ କରି ମୁକ୍ତିଲାଭ କରେ, କିନ୍ତୁ ସେହି ସହର ଏବେ ବନିଯାଇଛି ନିଶା ମାଫିଆଙ୍କ ଚରାଭୁଇଁ।