ବାଣୀକଣ୍ଠ ନିମାଇଁ ହରିଚନ୍ଦନ । ଯାହାଙ୍କ ଗୀତ ଓଡ଼ିଆଙ୍କୁ ଜଗନ୍ନାଥ ମନସ୍କ କରାଏ । ସ୍ବତନ୍ତ୍ର ଶୈଳୀ, ସ୍ବତନ୍ତ୍ର ସ୍ବର ତାଙ୍କର । ହେଲେ ଏ କଥା ଜାଣି ନ ଥିବା ଲୋକେ ତାଙ୍କୁ ଥଟ୍ଟା କରନ୍ତି । ତାଙ୍କ ଶୈଳୀକୁ ପରିହାସ କରନ୍ତି । ରୁକୁ ସୁନା ଆଉ ହ୍ୟୁମାନ ସାଗର । ଦୁଇଜଣ ବେଶ୍ ନାଁ କରିଛନ୍ତି ଆମ ସଙ୍ଗୀତ ଇଣ୍ଡଷ୍ଟ୍ରୀରେ । ହେଲେ ସେମାନଙ୍କ ଭାଇରାଲ ଭିଡିଓ ସଙ୍ଗୀତର ନାଁ ପକେଇଛି । କ’ଣ ପାଇଁ, ଆସନ୍ତୁ ଦେଖିବା ।