କାନ୍ଥରୁ ବାହାଘର ଚିତା ଲିଭିନି। ବରଷେ ବି ସଂସାର କରିନାହାନ୍ତି। ସାତ ଜନ୍ମ ପାଇଁ ସାଥୀ ହେବାର ନେଇଥିବା ଶପଥ ପାଇଁ ଏକା ସାଙ୍ଗରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ। ଭେଣ୍ଡିଆ ପୁଅକୁ ହରାଇ ପାଗିଳି ହେଲାଣି ମାଆ...ବାକ୍‌ ଶୂନ୍ୟ ହୋଇଯାଇଛି ବଡ଼ ଭାଇ। ଦୁଆର ମୁହଁରେ ମୁଣ୍ଡ ବାଡ଼େଇ କାନ୍ଦୁଛି ଭାଉଜ। ଯେଉଁ ଘରକୁ ବର-କନ୍ୟା ବେଶରେ ଏକା ସାଙ୍ଗରେ ଆସିଥିଲେ ଆଜି ସେହି ଗାଁ ମଶାଣୀକୁ ଏକା ସାଙ୍ଗରେ ବାହୁଡ଼ିଗଲେ...ଦେଖନ୍ତୁ ସେହି ହୃଦୟ ବିଦାରକ ଘଟଣା