ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Ashara Alok
ମଣିଷ ଆଶାରେ ବଞ୍ଚେ । ଭାଙ୍ଗି ଯାଇଥିବା ମନକୁ ଯୋଡ଼ିବା, ଉଜୁଡ଼ି ଯାଇଥିବା ପରିବାରକୁ ପୁଣି ଥରେ ଏକାଠି କରିବାର ଭିନ୍ନ ଏକ ପ୍ରୟାସ ଆଶାର ଆଲୋକ । ଦାମ୍ପତ୍ୟ ଜୀବନର କଳହରୁ ବର୍ଷ ବର୍ଷ ଧରି ପରସ୍ପରଠାରୁ ଦୂରେଇ ରହିଥାନ୍ତି ସ୍ବାମୀ,ସ୍ତ୍ରୀ । ଫଳରେ ଦୁଇଟି ପରିବାରରେ ମଧ୍ୟରେ ସୃଷ୍ଟି ହୋଇଥାଏ ଅଶାନ୍ତି ଓ ବିଭେଦର ପାଚେରୀ । ଏଭଳି ଦୁଇଟି ପରିବାରକୁ ପୁଣି ଥରେ ଏକାଠି କରି ସେମାନଙ୍କ ଜୀବନରେ ପାରିବାରିକ ଖୁସି ଫେରାଇ ଆଣିବା ଆଶାର ଆଲୋକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ କୌଣସି ଥାନା ବା କୋର୍ଟକୁ ଯାଇ ନୁହେଁ , ବରଂ ଏକ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବା ଏହି କାର୍ଯ୍ୟକ୍ରମର ମହତ୍ ଲକ୍ଷ୍ୟ । ପୂର୍ବତନ ବିଚାରପତି, ସମାଜସେବୀ, ଉପସ୍ଥାପକଙ୍କ ଉପସ୍ଥିତିରେ ପରସ୍ପରଠାରୁ ଦୂରେଇ ରହିଥିବା ସ୍ବାମୀ ସ୍ତ୍ରୀ ପୁଣି ଥରେ ଏକାଠି ନୂଆ ଜୀବନ ଆରମ୍ଭ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶପଥ ନେଇଥାନ୍ତି । ପ୍ରତି ସପ୍ତାହର ଶନିବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଆଶାର ଆଲୋକ କାର୍ଯ୍ୟକ୍ରମ । ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଏହି କାର୍ଯ୍ୟକ୍ରମର ଉପସ୍ଥାପକ । Updates
Jibana Do Chakire Ashara Alok Ep 190 | 30 Nov 2019 | ଯାତ୍ରା ସାଜିଛି ଜୀବନ ଯାତ୍ରାରେ ବାଧକ
Jibana Do Chakire Ashara Alok Ep 191 | 07 Dec 2019 | ସ୍ୱାମୀ ସ୍ତ୍ରୀ ପରସ୍ପରଙ୍କୁ ସମୟ ଦେବା ଉଚିତ
Jibana Do Chakire Ashara Alok Ep 192 | 14 Dec 19 | ପାରିବାରିକ ସମସ୍ୟାରେ କୁଳସମାଜର ହସ୍ତକ୍ଷେପ କେତେ ଜରୁରୀ
Jibana Do Chakire Ashara Alok Ep 193 | 21 Dec 2019 | ଦେଖନ୍ତୁ କେମିତି ହେବା ଦରକାର ଶାଶୁ-ବୋହୂ ସଂପର୍କ
Jibana Do Chakire Ashara Alok Ep 194 | 28 DEC 2019 | ପୋଷ୍ୟ ପିତାଙ୍କ ସମ୍ପତି ପାଇଁ ଦାମ୍ପତ୍ୟ ଜୀବନରେ ଫାଟ
Jibana Do Chakire Ashara Alok Ep 195 | 04 Jan 2020 | ଦମ୍ପତିଙ୍କ ଜୀବନରେ କାଳ ସାଜିଛି ସନ୍ଦେହ
Jibana Do Chakire Ashara Alok Ep 196 | 11 Jan 2020 | ଦାମ୍ପତ୍ୟ ଜୀବନରେ ଅର୍ଥ ବାଧକ - କେମିତି ହେବ ସମାଧାନ
Jibana Do Chakire Ashara Alok Ep 197 | 18 Jan 2020 | 20 ବର୍ଷ ଦାମ୍ପତ୍ୟ ଜୀବନରେ ଫାଟ - ଶେଷରେ ଘଟିଲା ଏମିତି
Jibana Do Chakire Ashara Alok Ep 198 | 25 Jan 2020 | ଅଳ୍ପ ରୋଜଗାର ଯୋଗୁ ଚାପରେ ସ୍ୱାମୀ
Jibana Do Chakire Ashara Alok Ep 200 | 08 Feb 2020 | ହୋଇ ପାରିଲାନି ସମାଧାନ ମିହିର କହିଲେ ଉପାୟ ଶୂନ୍ୟ
First
Prev
65
66
67
68
69
70
71
72
73
74
75
Next
Last
© 2022 - Odisha Television Limited. All Rights Reserved.