ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Ashara Alok
ମଣିଷ ଆଶାରେ ବଞ୍ଚେ । ଭାଙ୍ଗି ଯାଇଥିବା ମନକୁ ଯୋଡ଼ିବା, ଉଜୁଡ଼ି ଯାଇଥିବା ପରିବାରକୁ ପୁଣି ଥରେ ଏକାଠି କରିବାର ଭିନ୍ନ ଏକ ପ୍ରୟାସ ଆଶାର ଆଲୋକ । ଦାମ୍ପତ୍ୟ ଜୀବନର କଳହରୁ ବର୍ଷ ବର୍ଷ ଧରି ପରସ୍ପରଠାରୁ ଦୂରେଇ ରହିଥାନ୍ତି ସ୍ବାମୀ,ସ୍ତ୍ରୀ । ଫଳରେ ଦୁଇଟି ପରିବାରରେ ମଧ୍ୟରେ ସୃଷ୍ଟି ହୋଇଥାଏ ଅଶାନ୍ତି ଓ ବିଭେଦର ପାଚେରୀ । ଏଭଳି ଦୁଇଟି ପରିବାରକୁ ପୁଣି ଥରେ ଏକାଠି କରି ସେମାନଙ୍କ ଜୀବନରେ ପାରିବାରିକ ଖୁସି ଫେରାଇ ଆଣିବା ଆଶାର ଆଲୋକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ କୌଣସି ଥାନା ବା କୋର୍ଟକୁ ଯାଇ ନୁହେଁ , ବରଂ ଏକ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବା ଏହି କାର୍ଯ୍ୟକ୍ରମର ମହତ୍ ଲକ୍ଷ୍ୟ । ପୂର୍ବତନ ବିଚାରପତି, ସମାଜସେବୀ, ଉପସ୍ଥାପକଙ୍କ ଉପସ୍ଥିତିରେ ପରସ୍ପରଠାରୁ ଦୂରେଇ ରହିଥିବା ସ୍ବାମୀ ସ୍ତ୍ରୀ ପୁଣି ଥରେ ଏକାଠି ନୂଆ ଜୀବନ ଆରମ୍ଭ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶପଥ ନେଇଥାନ୍ତି । ପ୍ରତି ସପ୍ତାହର ଶନିବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଆଶାର ଆଲୋକ କାର୍ଯ୍ୟକ୍ରମ । ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଏହି କାର୍ଯ୍ୟକ୍ରମର ଉପସ୍ଥାପକ । Updates
Jibana Do Chakire Ashara Alok Ep 121 28 July | ଦାମ୍ପତ୍ୟ ଜୀବନରେ ଝଡ଼: ଘର କାମ-ଦାମ ନ ଆସିବା ହେଲା ବଡ଼ ଅପରାଧ
Jibana Do Chakire Ashara Alok Ep 122 4 Aug 2018 | ଦ୍ଵିତୀୟ ବିବାହରେ ବାଧା ସାଜିଲା ବୟସ
Jibana Do Chakire Ashara Alok Ep 126 1 Sep 2018 | ବାହାଘରେ ଆବାସିକ ପ୍ରମାଣ ପତ୍ରର ଭୂମିକା
Jibana Do Chakire Ashara Alok 127 8 Sep 2018 | ଶାଶୁ-ବୋହୂଙ୍କ ଜୀବନର ଦ୍ୱନ୍ଦର ଅନ୍ତ ଘଟିବ?
Jibana Do Chakire Ashara Alok Ep 128 15 Sep 2018 | କୂଳ-ସମାଜ ଦ୍ୱାରା ନିର୍ଯାତିତା କ୍ଷୀରଙ୍କୁ ମିଳିବ ନ୍ୟାୟ?
Jibana Do Chakire Ashara Alok Ep 129 22 Sep 2018 | Stop Acid Attack: Message from Survivors
Jibana Do Chakire Ashara Alok 130 29 Sep 2018 | ପରିଣତ ବୟସରେ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଛନ୍ତି କାହିଁକି?
Jibana Do Chakire Ashara Alok Ep 131 6 Oct 2018 | ୯ ମାସର ବାହାଘରେ କାହିଁକି ଆସିଲା ଝଡ଼?
Jibana Do Chakire Ashara Alok Ep 132 13 Oct 2018 | ଅଳ୍ପ ଜମି ପାଇଁ ମାନସିକ ଅଶାନ୍ତି ଓ ନିର୍ଯାତନା
Jibana Do Chakire Ashara Alok Ep 133 21 Oct 2018 | ୧୦୦ ବର୍ଷ ବୟସରେ କାହିଁକି ଜଣେ ବୃଦ୍ଧା ଲୋଡ଼ିଲେ ସହାୟତା?
First
Prev
60
61
62
63
64
65
66
67
68
69
70
Next
Last
© 2022 - Odisha Television Limited. All Rights Reserved.