ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବିହାରରେ ଏନ୍ଡିଏ ଆସନ ବୁଝାମଣା ବିବାଦ ତୁଟିଲା
ସାରଦା ଚିଟ୍ଫଣ୍ଡ ମାମଲା; କୋଲକାତା ପୁଲିସ୍ କମିଶନର୍ଙ୍କୁ ଜେରା କରିବ ସିବିଆଇ
ଭୁବନେଶ୍ୱରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର
ମଦ ପିଇ ୪୪ଜଣଙ୍କ ମୃତ୍ୟୁ
ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଉଡ଼ାଣ, ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍. କେ. ଚୌହାନ୍ଙ୍କ ସୂଚନା, ଦେଶର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ଉଡ଼ିବ ସ୍ପାଇଶ୍ ଜେଟ୍
ଉଦଳା:ପୁଣି ଆଶ୍ରମ ସ୍କୁଲର ଜଣେ ଛାତ୍ରୀ ଗର୍ଭବତୀ,ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ସୂଚନା, ଉଦଳା ଥାନାରେ ଅଭିଯୋଗ କଲେ ପ୍ରଧାନଶିକ୍ଷକ,କପ୍ତିପଦା ଥାନା ଅଞ୍ଚଳରୁ ଆସି ଆଶ୍ରମ ସ୍କୁଲରେ ପଢୁଥିଲେ ଛାତ୍ରୀ
ଶସ୍ତା ହେବ ଟିଭି, କମ୍ପୁଟର୍ ଓ ସିନେମା ଟିକଟ୍
ରାଫେଲ୍ ପ୍ରସଙ୍ଗରେ ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ
ସୁନ୍ଦରଗଡ଼ ଲାଠିକଟାରୁ ଅପହୃତ ଯୁବତୀ ରାଜସ୍ଥାନରୁ ଉଦ୍ଧାର ଘଟଣାରେ ଓଡ଼ିଶା ପୁଲିସ୍ ସଂପୃକ୍ତ ଥିବା କହିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ: ୫ ଲକ୍ଷ ଟଙ୍କାରେ ନାବାଳିକାକୁ ତାଙ୍କ ନିଜ ଭଉଣୀ ଓ ଭିଣୋଇ ବିକ୍ରି କରିଥିଲେ
କୋଣାର୍କ: ଦିନାଡିଆରେ ୪ ଜଣଙ୍କୁ ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ନିମାପଡ଼ା ଏଡିଜେ, ୨୦୧୫ ସେପ୍ଟେମ୍ବର ୨୧ରେ ଘଟିଥିଲା ଲୋମହର୍ଷକ ହତ୍ୟାକାଣ୍ଡ
ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା
ଆନନ୍ଦପୁର: ଅନିୟମିତତା ନେଇ ଧାନ ରଖି ରଣାସମଣା ଠାରେ ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ
ଦେବଗଡ଼: ଏସ୍ପିଙ୍କ ସରକାରୀ ବାସଭବନ ନିକଟ ଏକ ଘର ଭିତରୁ ସିକ୍ୟୁରିଟି ଗାର୍ଡଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ, ଘଟଣାସ୍ଥଳରେ ପୁଲିସର ତନାଘନା
ଗୃହ ମୁଲତବି ପରେ ରାଲିରେ ରାଜଭବନ ଅଭିମୁଖେ ବିଜେଡି ବିଧାୟକ: ନିଯୁକ୍ତି ଓ କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟପାଳଙ୍କୁ ଦେବେ ସ୍ମାରକପତ୍ର
ଆଜି ବି ଚାଲିପାରିଲାନି ବିଧାନସଭା: ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ; ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବି ଘୋଷଣା କଲେ ବାଚସ୍ପତି
ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ: ଶପଥ ପାଠ କରାଇଲେ ଚିଫ୍ ଜଷ୍ଟିସ କେଏସ୍ ଜାଭେରୀ; ୧୫ ଛୁଇଁଲା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା
ବଣାଇ: କୋଇଡ଼ା ଥାନା ରେଙ୍ଗାଳବେଡ଼ା ନିକଟରେ RTO କହି ଟଙ୍କା ଆଦାୟ କରୁଥିବା ୪ ଯୁବକ ଗିରଫ; ପୁଲିସ୍ ପୋଷାକ ଓ ସ୍କର୍ପିଓ ସହ ୧୦ ହଜାର ଟଙ୍କା ଜବତ
ବ୍ରହ୍ମପୁର: ସେମିଷ୍ଟର ରେଜଲ୍ଟକୁ ନେଇ କଲେଜ ଗେଟ୍ ଆଗରେ ଧାରଣାରେ ବସିଲେ ପାରଳା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ
୨୦୧୯-୨୦ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ଶଶି ବେହେରା: ସେ କହିଛନ୍ତି- ସାମାଜିକ ସୁରକ୍ଷା ଭତ୍ତା ୨ଶହ ଟଙ୍କା ବୃଦ୍ଧି କରାଯାଇଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ମାଧ୍ୟମରେ ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁଛି; ୩ଟି ମେଡିକାଲ କଲେଜରେ ସିଟ୍ ବୃଦ୍ଧି କରାଯାଇଛି, ୪ଟି ନୂଆ ମେଡିକାଲ କଲେଜ ହୋଇଛି
୨୦୧୯-୨୦ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ଶଶି ବେହେରା: ସେ କହିଲେ- ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର 3Tଟି ଉପରେ ଗୁରୁତ୍ୱ ଦେଉଛନ୍ତି, କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବାରେ ଆମେ ସଫଳ ହୋଇଛୁ, ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି
୨୦୧୯-୨୦ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ଶଶି ବେହେରା: ସେ କହିଲେ- ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି, ଜାତୀୟ ଅଭିବୃଦ୍ଧି ହାର ୭.୧ ଥିବା ବେଳେ ଓଡ଼ିଶା ଅଭିବୃଦ୍ଧି ହାର ୮% ରହିଛି; ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି
୨୦୧୯-୨୦ ପାଇଁ ରାଜ୍ୟ ବଜେଟ ଉପସ୍ଥାପନକରେ କରୁଛନ୍ତି ଅର୍ଥମନ୍ତ୍ରୀ ଶଶି ବେହେରା: ସେ କହିଲେ- ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି, ଜାତୀୟ ଅଭିବୃଦ୍ଧି ହାର ୭.୧ ଥିବା ବେଳେ ଓଡ଼ିଶା ଅଭିବୃଦ୍ଧି ହାର ୮% ରହିଛି; ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି
ପରଦାକୁ ଫେରିବେ ୮୦ ଦଶକର ବୋଲ୍ଡ ନାୟିକା ମନ୍ଦାକିନୀ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ନେଇ ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଲୋକଙ୍କୁ ସତର୍କ କଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର
ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଛକରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ, ୧ ଆହତ
First
Prev
1611
1612
1613
1614
1615
1616
1617
1618
1619
1620
1621
Next
Last
© 2022 - Odisha Television Limited. All Rights Reserved.