ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ନବୀନଙ୍କୁ ସିବିଆଇ ଜେରା କରିବା ନେଇ କେଭି ସିଂ ଦେଓଙ୍କ ମନ୍ତବ୍ୟଙ୍କୁ ଆବସୋଲ୍ୟୁଟଲି ନନସେନ୍ସ ବୋଲି କହିଲେ ମୁଖ୍ୟମନ୍ତ୍ରୀ
ଯୋଗେଶ ସିଂହ ବିଜେଡିକୁ ଯିବା ଚର୍ଚ୍ଚା ନେଇ ନରସିଂହ ମିଶ୍ର କହିଲେ- ଯିଏ ଶସ୍ତା, ସେହିମାନେ କେବଳ ଅନ୍ୟଦଳକୁ ଯାଆନ୍ତି, ତାଙ୍କ ପାଖରେ (ବିଜେଡି) ବୋଧହୁଏ ଲୋକ ନାହାନ୍ତି, କି ଇଏ ଶସ୍ତା ବୋଲି ଯାଉଛନ୍ତି
ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଚାଲିଛି ପ୍ରଥମ ମୁକାବିଲା
ଗଣମାଧ୍ୟମରେ ଖବର ଆସୁଛି ଚିଟଫଣ୍ଡ ମାମଲାରେ ନବୀନଙ୍କୁ CBI ପ୍ରଶ୍ନ କରିସାରିଛି, ଏ ନେଇ ନବୀନ ସ୍ପଷ୍ଟୀକରଣ ଦେବା ଆବଶ୍ୟକ: କେଭି ସିଂହଦେଓ
ନବୀନ, ମମତାଙ୍କୁ ସମର୍ଥନ ଦେବା ନେଇ ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ କହିଲେ- ପଶ୍ଚିମବଙ୍ଗରେ ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ମମତା ସାମିଲ ଅଛନ୍ତି, ଓଡ଼ିଶାରେ ମଧ୍ୟ ଚିଟ୍ଫଣ୍ଡ ଅଭିଯୁକ୍ତଙ୍କ ସହ ନବୀନ ବାବୁ ଅଛନ୍ତି, ସେଥିପାଇଁ ମମତା ନବୀନଙ୍କ ସମର୍ଥନ ଲୋଡୁଛନ୍ତି
୧୫ରେ ସମ୍ବଲପୁର ଆସିବେ ବିଜେପି ସଭାପତି ଅମିତ ଶାହ, ୪ଟି ଲୋକସଭା କ୍ଷେତ୍ରର ସଂଗଠକମାନଙ୍କୁ ନେଇ ସଭା ହେବାର କାର୍ଯ୍ୟକ୍ରମ ରହିଛି
କେନ୍ଦୁଝର ସଦର ଥାନା ଖୁଣ୍ଟକଟା ଗାଁରେ ବସ୍ତାଏ ଚାଉଳ ପାଇଁ ବୃଦ୍ଧ ଦଂପତିଙ୍କୁ ନିର୍ମମ ହତ୍ୟା, ଦମ୍ପତିଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲେ ତିନି ଭାଇ
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲା: ୨୨ ଓ ୨୩ରେ ପୁରୀ ଆସିବେ ଆମିକସ କ୍ୟୁରି ରଞ୍ଜିତ କୁମାର, ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବେ
ସିବିଆଇ ପ୍ରସଙ୍ଗରେ ମୁଁ ଏକା ନୁହେଁ, ମୋ ସହ ବହୁ ବଡ଼ ନେତା ଅଛନ୍ତି, ସମସ୍ତଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବି: ମମତା ବାନାର୍ଜୀ
ସିବିଆଇ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ମୋତେ ସମର୍ଥନ ଦେବେ, ଏନେଇ ନବୀନଙ୍କ ସହ ଆଲୋଚନା କରିବି: ମମତା ବାନାର୍ଜୀ
ବିଶ୍ୱକପ୍ ପୁରୁଷ ହକିରେ ଭାରତର ଅଭିଯାନ ଶେଷ
ଟିଟିଲାଗଡ଼: ବଡ଼ମାଲ ଗୋଳା ବାରୁଦ କାରଖାନା ପରିସରରୁ କଲରାପତରିଆ ବାଘର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ରାହୁଲଙ୍କ ବାସଭବନରେ ଘମାସାନ
ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ଗୃହକୁ ୧ ଘଣ୍ଟା ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି
ନୀଳଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ସୁବର୍ଣ୍ଣପୁର: ବୀରମହାରାଜପୁର ବଡ଼ଖମା ଗାଁରେ ବେଆଇନ ମଦ କାରବାର ବନ୍ଦ ଦାବିରେ ତାତିଲେ ଶତାଧିକ ମହିଳା
ଟିଟିଲାଗଡ଼: ବଡ଼ମାଲ ଗୋଳା ବାରୁଦ କାରଖାନା ପରିସରରୁ କଲରାପତରିଆ ବାଘର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ପ୍ରସ୍ତାବକୁ ସମର୍ଥନ କରି ଶୋକ ପ୍ରକାଶ କଲେ କଂଗ୍ରେସ ଓ ବିଜେପି
ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ; ଆସନ୍ତାକାଲି ସାଇକ୍ଲୋନର ରୂପନେବ
ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ, ‘ଧାନର ଅଭାବୀ ବିକ୍ରି, ଚାଷୀ ବେହାଲ’ ଶୀର୍ଷକ ଧାନର ଅଭାବୀ ବିକ୍ରି ନେଇ ମୁଲତବି ନୋଟିସ୍ ଆଣିଲେ ବିରୋଧୀ
ବାରିପଦା: ନିଆଁ ଲାଗି ଜଳିଗଲା ୨୬ରୁ ଊର୍ଦ୍ଧ୍ୱ ବଖରା, କରଞ୍ଜିଆ ସିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତଙ୍କ ଘର ଜଳି ପାଉଁଶ ହୋଇଯାଇଛି
ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ, ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ
ବାଲିଗୁଡ଼ା: ବେଲଘର ଥାନା ଝିରିପାଣିରେ ନକ୍ସଲଙ୍କ ଲଙ୍କାକାଣ୍ଡ, ରାସ୍ତା କାମରେ ନିୟୋଜିତ ଠିକା ସଂସ୍ଥାର ଗାଡ଼ି ଜାଳିଦେଲେ ନକ୍ସଲ
ହକି ବିଶ୍ୱକପ୍ : ଆଜି ଭାରତ-ନେଦରଲାଣ୍ଡସ୍ ମୁକାବିଲା
ଚାନ୍ଦବାଲି: ମତୋ ବଜାରରେ SBI ଏଟିଏମ୍ରୁ ବୋମାମାଡ଼ କରି ଲୁଟ୍ ଉଦ୍ୟମ, ଲୁଟେରାଙ୍କ ବୋମାମାଡ଼ରେ ATM ଭାଙ୍ଗିଲା, ପାଟ୍ରୋଲିଂ କରୁଥିବା ପୁଲିସ୍ ଉପରକୁ ମଧ୍ୟ ବୋମାମାଡ଼ କଲେ ଦୁର୍ବୃତ୍ତ
First
Prev
1614
1615
1616
1617
1618
1619
1620
1621
1622
1623
1624
Next
Last
© 2022 - Odisha Television Limited. All Rights Reserved.