ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଦେବାଶିଷଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେବ କି ପ୍ରଶ୍ନରେ ଉତ୍ତରରେ ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଲେ- ସେ କଥା ଦଳ ବିଚାର କରିବ
ଦେବାଶିଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଲେ- ଘଟଣାକୁ ନେଇ ଦେବାଶିଷ କ୍ଷମା ପ୍ରାର୍ଥନା କରି ସାରିଛନ୍ତି
ତେଲକୋଇ: ଅଭାବୀ ବିକ୍ରି ଯୋଗୁ ସାପ୍ତାହିକ ହାଟ ପରେ ବ୍ଲକ ଅଫିସ ଆଗରେ ଟମାଟୋ ଢାଳିଲେ ଚାଷୀ; କିଲୋ ୧ ଟଙ୍କା ସତ୍ତ୍ୱେ ଟମାଟୋ ବିକ୍ରି ନହେବାରୁ ଚାଷୀଙ୍କ ପ୍ରତିବାଦ
ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି
ଇଣ୍ଡୋନେସିଆ ବାଲିରେ ଦ୍ୱିତୀୟ ଭୂମିରତ୍ନ ଆନ୍ତର୍ଜାତିକ ସମ୍ମାନ
ଭୁବନେଶ୍ୱରରେ ପୁଣି ବୁଲିଲା ବାଘ: ରଙ୍ଗମାଟିଆ ତଳସାହିରେ କଲରାପତରିଆ ବାଘ ଲୁଚିଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଦେଖିଥିବା କହିବା ପରେ ଛନକା; ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବନ ବିଭାଗ ଟିମ୍
ଗୁରମିତ୍ ରାମ ରହିମ ସିଂହଙ୍କୁ ଆଜୀବନ କାରାଦଣ୍ଡାଦେଶ
ସହିଦଙ୍କୁ ଅସମ୍ମାନ, ଜାତୀୟ ପତାକା ଓ ଜାତୀୟତାକୁ ଅସମ୍ମାନ ସଂପର୍କିତ ଦଫା ଲଗାଇ ଦେବାଶିଷଙ୍କୁ ଗିରଫ କରାଯାଉ: ପଞ୍ଚାନନ କାନୁନ୍ଗୋ
ସହିଦଙ୍କ ସଂପର୍କୀୟଙ୍କୁ ତଣ୍ଟିଆ ମାରିବା ପ୍ରସଙ୍ଗରେ ଦେବାଶିଷ ସାମନ୍ତରାୟଙ୍କୁ ତୁରନ୍ତ ଗିରଫ କରାଯାଉ, ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ, ନବୀନ, ଦେବାଶିଷଙ୍କୁ ବହିଷ୍କାର କରନ୍ତୁ: କଂଗ୍ରେସ
ଖୋର୍ଦ୍ଧା: ଜଟଣୀ ଥାନା ବିକାଶନଗରରେ ପଡ଼ୋଶୀ ଯୁବକଙ୍କ ଛୁରାମାଡ଼ରେ ଜଣେ ଯୁବକ ମୃତ; ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ, ଅଭିଯୁକ୍ତ ଫେରାର
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ: ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ୨୮୩ ଗ୍ରାମ୍ ସୁନା ଜବତ; ସାର୍ଟ ବୋତାମରେ ସୁନା ଆଣୁଥିବା ବେଳେ ଧରାପଡ଼ିଲେ
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ: ନୂଆପଡ଼ା ଜିଲ୍ଲାରେ ସୋଶାଲ ମିଡିଆରେ ବୁଲୁଛି ଓଡ଼ିଆ ପ୍ରଶ୍ନପତ୍ର, ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହୁଛନ୍ତି- ଏମିତି କିଛି ହୋଇ ନାହିଁ
ପୁଲିସ୍ ସମନ୍ୱୟ ବୈଠକରେ ଡିଜିପି ଆର୍.ପି ଶର୍ମା କହିଲେ- ନିର୍ବାଚନ ପାଖେଇ ଆସୁଛି, ଆନ୍ତଃରାଜ୍ୟ ସହଯୋଗ ନିହାତି ଆବଶ୍ୟକ; ନକ୍ସଲ ହିଂସା ଘଟାଇପାରନ୍ତି, ସବୁ ରାଜ୍ୟ ଆଲର୍ଟ ରହିବା ଜରୁରୀ, ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଓ ଜଏଣ୍ଟ ଅପରେସନକୁ ଗୁରୁତ୍ୱ ଦିଆଯାଉଛି
ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ମାମଲା: ମୁଖ୍ୟ ଅଭିଯୁକ୍ତ ଫୟାଜ ରେହମାନ ଓରଫ୍ ଡାଡି ଓ ଅନ୍ୟତମ ଅଭିଯୁକ୍ତ ଉଦିତ୍ କୁମାର ଲିମାଙ୍କ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ
ସମ୍ବଲପୁର: ଧନୁପାଲି ଥାନା ଖଇରପାଲି ଅଞ୍ଚଳରୁ ବିଦ୍ୟୁତ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ତାଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ, ଯୁବକଙ୍କୁ ହତ୍ୟା ସନ୍ଦେହ
କାମାକ୍ଷାନଗର: ଏନ୍ଏଚ୍ ୫୩ ବାରିହାପୁର ନିକଟରେ ବାଇକ୍କୁ ଧକ୍କା ଦେଲା ଟ୍ରକ୍; ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ମୁକ୍ତାପଶି ହାଇସ୍କୁଲର ଛାତ୍ରଙ୍କ ସମେତ ଦୁଇ ଆହତ
ଆରମ୍ଭ ହେଲା ମ୍ୟାଟ୍ରିକ୍ ପରୀକ୍ଷା: ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ; ପ୍ରଥମ ଦିନ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
ମୁମ୍ବାଇ ଡ୍ୟାନ୍ସ ବାର୍ ମାଲିକଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି
ଭବାନୀପାଟଣା: କନ୍ତେସିରରେ ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
କୋଣାର୍କ: ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଡଙ୍ଗାରେ ଗଲେ ଅସ୍ତରଙ୍ଗ ତାଳଦା ଦ୍ୱୀପାଞ୍ଚଳ ପଡ଼ିଆରୀ ସ୍କୁଲର ୪୦ ଜଣ ଛାତ୍ରଛାତ୍ରୀ; ତାଳଦା ସେତୁ ନିର୍ମାଣ କାମ ଅସଂପୂର୍ଣ୍ଣ ଯୋଗୁ ଡଙ୍ଗାରେ ଗଲେ ଛାତ୍ରଛାତ୍ରୀ
ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ
ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: କାଳିଆ ଛାତ୍ରବୃତ୍ତି ଯୋଜନା ସମ୍ପର୍କିତ ପ୍ରସ୍ତାବ ଉପରେ ଲାଗିପାରେ ମୋହର; କୃଷି, ଜଳ ସଂପଦ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି
ସୋର: NH-୧୬ ଚପରପଦା ଓଭରବ୍ରିଜ୍ ନିକଟରୁ ୨ କୁଖ୍ୟାତ ହାଇୱେ ଲୁଟେରାଙ୍କୁ ଗିରଫ କଲା ପୁଲିସ୍; ଲୁହାରଡ୍ ସହ ବହୁ ମାରଣାସ୍ତ୍ର ଜବତ, ପଥଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍ କରୁଥିଲେ
ପ୍ରଶ୍ନପତ୍ର ଲିକ୍ ପାଇଁ OTET ପରୀକ୍ଷା ବାତିଲ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ନେଇ ଡିଜି କ୍ୟାମ୍ପ ଅଫିସରେ ଆଜି ୫ ରାଜ୍ୟର ପୁଲିସ୍ ଅଧିକାରୀଙ୍କ ବୈଠକ; ନକ୍ସଲ ସମସ୍ୟା, ନିର୍ବାଚନ ବେଳେ ଅର୍ଥ କାରବାର ନେଇ ଆଲୋଚନା, ଅପରାଧ କାର୍ଯ୍ୟକଳାପ ରୋକିବା ନେଇ ମଧ୍ୟ ଆଲୋଚନା ହେବ
First
Prev
1600
1601
1602
1603
1604
1605
1606
1607
1608
1609
1610
Next
Last
© 2022 - Odisha Television Limited. All Rights Reserved.