ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ଘୋଷଣା
ତାତିଲେ ପରୀକ୍ଷାର୍ଥୀ
ଉନ୍ମୋଚିତ ହେଲା ବୈଜୟନ୍ତଙ୍କ ପୁସ୍ତକ ‘ଲଟିଏନ୍ସ ମ୍ୟାଭରିକ୍’
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ବାସଭବନରୁ ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ର ଶୁଭାରମ୍ଭ, ଦଳର ସବୁ କର୍ମୀ ଓ ନେତାଙ୍କ ଘରେ ଲାଗିବ ବିଜେପି ପତାକା
ମୋହନା: ଅଡ଼ବା ଥାନା ରେଣୁ ଗାଁ ନିକଟରୁ ୮୨ କେଜି ଗଞ୍ଜେଇ ଜବତ, ୪ ବ୍ୟବସାୟୀ ଗିରଫ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା, ଗିରଫ ୪ ବ୍ୟବସାୟୀଙ୍କ ଘର ବ୍ରହ୍ମପୁର ଗେଟ୍ବଜାର ଅଞ୍ଚଳରେ
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍ ବନ୍ଦ ରହିବ, ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି
ଥଇଥାନ ଓ କ୍ଷତିପୂରଣ ସମେତ ୫ ଦଫା ଦାବିରେ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ, ସହରରେ ପିକେଟିଂ ବେଳେ ସମିତି ସଭାପତିଙ୍କ ସହ ବହୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୁଲିସ୍
କଶ୍ମୀରର ପୁଲୱାମାରେ ପୁଣି ୪ ଯବାନ ସହିଦ: ପିଙ୍ଗଲିନାରେ ଜୈଶ-ଏ-ମହମ୍ମଦର ଦୁଇ ଜଣ ଅତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ
ଆଜି ସକାଳର ମୁଖ୍ୟ ଖବର
ପୁଲୱାମା ଆକ୍ରମଣକୁ ନିନ୍ଦା କରି ସକାଳ ୭ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ବ୍ୟବସାୟୀ ସଂଗଠନ ପକ୍ଷରୁ ବନ୍ଦ ଡାକରା
ବୌଦ୍ଧ: ମନମୁଣ୍ଡା ଥାନା ଜମାମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୨ଟି ବାଇକକୁ ପିଟିଲା ଟ୍ରକ, ୬ ଗୁରୁତରଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି; ଦୁର୍ଘଟଣାସ୍ଥଳରେ ଉତ୍ତେଜନା, ଉତ୍ତ୍ୟକ୍ତଙ୍କୁ ପୁଲିସର ବୁଝାସୁଝା
ଭଦ୍ରକ ଚୂଡ଼ାମଣିରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଇରମ ସ୍ମୃତିପୀଠରେ ସହିଦଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି, ତାପରେ ରାଣୀତାଲରେ ବିଜେପି କର୍ମକର୍ତ୍ତାଙ୍କୁ ଦେବେ ଉଦ୍ବୋଧନ
ଆସନ୍ତା ନିର୍ବାଚନରେ ମହାମେଣ୍ଟ ନେଇ ସିପିଆଇ କେନ୍ଦ୍ରୀୟ ସଂପାଦକ ଡି. ରାଜାଙ୍କ ସୂଚନା: ସେ କହିଲେ-ବିଜେଡି ଓ ବିଜେପି ବିରୋଧରେ ହେବ ମହାମେଣ୍ଟ; CPI, CPM, JMM ଓ କଂଗ୍ରେସକୁ ନେଇ ମହାମେଣ୍ଟ ହେବ
‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’କୁ ନେଇ ବଢୁଛି ବିବାଦ
ସୁନା ଖଣିରେ ମାଟି ଅତଡ଼ା ଖସି ୩୦ ମୃତ
ଭୁବନେଶ୍ୱର: ୪୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଲଡର୍ ସତ୍ୟବ୍ରତ ଧୀର ନୟାପଲ୍ଲୀ ଥାନାରେ ଅଟକ
ଟ୍ରେନ୍ ଯାତ୍ରୀ ସାବଧାନ
ଭୁବନେଶ୍ୱର: ବାରଙ୍ଗ ରତାଗଡ଼ରେ ଓଡ଼ିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟ ଚେୟାରମ୍ୟାନ ରତନ ଟାଟା
ବାଲେଶ୍ୱର: ଜମି ବିବାଦକୁ ନେଇ ସୋର ଥାନା ଦିଗିଭଅଁରା ଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷର ୫ ଆହତ
ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ; ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ବରିଷ୍ଠ ସେବାୟତ ଉପସ୍ଥିତ
ପାଟଣାଗଡ଼: କମ୍ବିଂ ଅପରେସନ ବେଳେ ଖପ୍ରାଖୋଲର ଗନ୍ଧମାର୍ଦ୍ଦନ ପର୍ବତରେ ମାଓ କ୍ୟାମ୍ପ ଠାବ କଲେ CRPF ଯବାନ, କ୍ୟାମ୍ପରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ
ପାରଳାଖେମୁଣ୍ଡି: ରାମନଗର ଅଞ୍ଚଳରେ ଯୋଗ କରିବାବେଳେ ଟଳି ପଡ଼ିଲେ ବୃଦ୍ଧ
ଖୋର୍ଦ୍ଧା: ଜଙ୍କିଆ ଥାନା ଗୟାବନ୍ଧ ଗାଁରେ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସହିଦଙ୍କୁ ଶେଷ ସମ୍ମାନ ଜଣାଇଲା ସାରା ଦେଶ
ଆଜି ଭଦ୍ରକ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ; ରାଣୀତାଲ୍ରେ ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେବେ
First
Prev
1605
1606
1607
1608
1609
1610
1611
1612
1613
1614
1615
Next
Last
© 2022 - Odisha Television Limited. All Rights Reserved.