ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବାଲେଶ୍ୱର: ଏନ୍ଏଚ୍ ୧୬ ଶାଳବଣି ନିକଟରେ ବୋଲେରୋକୁ ଧକ୍କା ଦେଲା ଅଜଣା ଗାଡ଼ି; ଜଣେ ମୃତ, ୪ ଗୁରୁତର, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି
ଜଳେଶ୍ୱର: ବାଲିଆପାଳ ବ୍ଲକ୍ ମଧୁପୁରା ଗାଁର ଏକ ଗୁହାଳ ଘରେ ଅଗ୍ନିକାଣ୍ଡ; ୪ ଗୋରୁ ମୃତ, ୫ ଗୁରୁତର, ମଶାଧୂପରୁ ଗୁହାଳ ଘରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି
୨୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ: ସକାଳ ସାଢ଼େ ୧୦ଟା ଯାଏ ପବନ ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ବାରିପଦା: ଦହିକୋଟି ଛକ ନିକଟରେ ୩ଟି ଦୁର୍ଘଟଣା; ଗୋଟିଏ ବାଇକ୍ରେ ଯାଉଥିବା ୩ ଜଣ ଦୁର୍ଘଟଣା ସ୍ଥଳରେ ମୃତ, ଅନ୍ୟ ୨ ବାଇକ୍ ଦୁର୍ଘଟଣାରେ ଆଉ ୨ ମୃତ, ଜଣେ ଗୁରୁତର
କେନ୍ଦ୍ରାପଡ଼ା: ମାର୍ଶାଘାଇ ବୌଦ ଅଫିସ ରାସ୍ତାରେ ଏନ୍କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଦେବୀପ୍ରସାଦ ଦାସ ଓରପ୍ ଲିଟୁ ଆହତ
ଆଜି ସକାଳର ମୁଖ୍ୟ ଖବର
ଗୋଟା ରସୁଣ ଚିକେନ୍ ଲଟ୍ପଟ୍ | How to Prepare Chicken Latpat
ଆନନ୍ଦପୁର: ଗୋଡ଼ଭଙ୍ଗା ନିକଟରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ଓ ଶ୍ରମିକ ମୃତ; ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ
ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ
ଗୁଣପୁର ଜେଲ୍ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ: ଛାତିରେ ଯନ୍ତ୍ରଣା ହେବାରୁ ଗତକାଲି ହସ୍ପିଟାଲ ନିଆ ଯାଇଥିଲା, ମୃତ ବନ୍ଦୀ ଯାଜପୁର ଜିଲ୍ଲାର ମଧୁସୂଦନ ଗନ୍ତାୟତ
ନୂଆପଡ଼ା: ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କେରାପଦର ହାଇସ୍କୁଲ ଶିକ୍ଷକ ସର୍ବଜ୍ଞ ସୁପକାର ଓ ତାଙ୍କ ପୁତୁରା ଜ୍ଞାନଦତ୍ତ ଗିରଫ; କରଙ୍ଗାମାଲ୍ ହାଇସ୍କୁଲରୁ ଉଭୟ ଭାଇରାଲ୍ କରିଥିବା ଅଭିଯୋଗ
ସୋଶାଲ ମିଡିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ- ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା; ଚାଷୀ ତଥା ଓବିସି ପରିବାରକୁ ଧୋକ୍କା ଦେବା ପାଇଁ ଏହା ନିର୍ବାଚନୀ ଧୂଆଁବାଣ
ବ୍ରହ୍ମପୁର: ବଡ଼ବଜାର ଥାନା ଖାସ୍ତାସାହିରେ ପୁଲିସ୍ ପରିଚୟ ଦେଇ ୨ ଦୁର୍ବୃତ୍ତ ମହିଳାଙ୍କ ଠାରୁ ୭ ଭରି ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ, ଆଗରେ ଚୋର ଥିବା କହି ସତର୍କ କରାଇବା ବାହାନାରେ ଲୁଟିନେଲେ
ଢେଙ୍କାନାଳ: ଗଁଦିଆ ଥାନା ମନ୍ଦାର ପାଖରେ ବାଇକ୍କୁ ଧକ୍କା ଦେଲା ହାଇଓ୍ୱା; ଜଣେ ମୃତ, ଜଣେ ଗୁରୁତର, ମୃତକ ଏପିଆର୍ କନଷ୍ଟେବଲ
ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଆଲୋବେରା ଜୁସ୍
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି
ଉଦଳା: ବାଉଁଶପାଳ ଗାଁରେ ନିଆଁ ଲାଗି ଜଳିଗଲା ୨ ବଖରା ଘର, ନିଆଁରେ ପୋଡ଼ି ହୋଇ ଯୁବତୀ ଗୁରୁତର
ରାଉରକେଲା: ପାନପୋଷ ଛକରେ ଥିବା ପଞ୍ଚମ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ; ୫ ଆହତ, ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଥିବା ସୂଚନା
ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା
ସୁନ୍ଦରଗଡ଼: ଆରସି ମିସନ୍ କ୍ୟାମ୍ପସ୍ ନିକଟ ଏକ ବଡ଼ ବୁଦା ଭିତରେ ପଶିଛି ହାତୀ, ଘଉଡ଼ାଇବାକୁ ବନ ବିଭାଗର ପ୍ରୟାସ ଜାରି
ବାଲେଶ୍ୱର: ରେମୁଣା ବ୍ଲକ ପତ୍ରିପାଳ ଓ ଗନିପୁର ଦେଇ ଯାଇଥିବା ସୋନ ନଦୀରେ ଭାସୁଛି ଶହ ଶହ ମୃତ ମାଛ, କାରଣ ଅସ୍ପଷ୍ଟ
ବାଲେଶ୍ୱର: ଏନ୍ଏଚ୍-୬୦ର ନହରପାଟଣା ଛକରେ ଲୁଟ୍ ଉଦ୍ଦେଶ୍ୟରେ ଆନ୍ଧ୍ରର ଜଣେ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଫେରାର, ଗୁରୁତର ଟ୍ରକ୍ ଡ୍ରାଇଭର ବାଲେଶ୍ୱର ମେଡିକାଲରେ ଭର୍ତ୍ତି
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗକୁ ସ୍ୱୀକାର କଲେ ବୋର୍ଡ କର୍ତ୍ତୃପକ୍ଷ: ବୋର୍ଡ ସଭାପତି ଜାହାନ ଆରା ବେଗମ କହିଲେ- ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି, ଦୁଃସ୍ଥ ମାନସିକତା ଯୋଗୁ ପ୍ରଶ୍ନପତ୍ର ଭାଇରାଲ୍ ହେଉଛି, ଘଟଣାର ତଦନ୍ତ କରାଯିବ
ମାର୍ଶାଘାଇ ତହସିଲ ମଣିକୁଣ୍ଡାରେ ନିର୍ମାଣାଧୀନ ପ୍ରକଳ୍ପକୁ ନେଇ କେଁ, ଡିସେମ୍ବର ୮ରେ ଜଳ ଯୋଗାଣ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଜମି ହୋଇଥିଲେ ବି ପରିବେଶ ମଞ୍ଜୁରୀ ନିଆ ଯାଇନଥିଲା, ପ୍ରକଳ୍ପ ପାଇଁ ଆବଶ୍ୟକ ମଞ୍ଜୁରୀ ନଥିବା ଏନ୍ଜିଟିରେ ଅଭିଯୋଗ ହୋଇଥିଲା
ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପକୁ ଏନ୍ଜିଟି ଛାଟ: ବିନା ପରିବେଶ ମଞ୍ଜୁରୀରେ କାମ ଆରମ୍ଭ ହୋଇଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ #NGT ନୋଟିସ୍ କରି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦେଲେ
First
Prev
1599
1600
1601
1602
1603
1604
1605
1606
1607
1608
1609
Next
Last
© 2022 - Odisha Television Limited. All Rights Reserved.