ସଂକ୍ଷେପରେ ଆଜିର ତାଜା ଖବର - Tuesday, 01 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗାର୍ଲ ଫ୍ରେଣ୍ଡ ଧୋକା ଦେଲା ବୋଲି ଜୀବନ ହାରିଲେ, ସୁଇସାଇଡ୍ ନୋଟ୍‌ରେ ବି ନାଁ ଲେଖିଲେ ! ଏବେ କ’ଣ ହେବ ?

ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍‌ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ । More

ମହାପ୍ରଭୁ ଲିଙ୍ଗରାଜ ଜମି କିଣାବିକାକୁ ନେଇ ତେଜିଲା ବିବାଦ: କିଛି ବେନିୟମ କାମ ହୋଇନି ବୋଲି କହିଲେ ଜମି ମାଲିକ

ଜମିର ମାଲିକ କିରୁଥିକା ପ୍ରଭାକରନଙ୍କୁ ଓ଼ଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଜାଣନ୍ତୁ ସେ କଣ କହିଲେ More

କେନ୍ଦ୍ର ବଜେଟ୍‌ରୁ ଓଡ଼ିଶାକୁ ମିଳିବ କି ଫାଇଦା ?

ବଜେଟ୍ ପୂର୍ବରୁ ଜୋର ଧରିଛି ରାଜନୀତି। କଣ କହିଲେ ଉଭୟ ବିଜେଡି ଓ କଂଗ୍ରେସ, ପଢନ୍ତୁ More

ଟ୍ୱିଷ୍ଟ ! ପରୀକ୍ଷା କରିବାକୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଗତ ୨୭ ତାରିଖରେ ପରୀକ୍ଷା ବାତିଲ ଦାବିରେ କିଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ।   More

ବୟସ ୯୫ ପାର୍ ! ତଥାପି ପ୍ରବଳ ଯୋଶ, ନିର୍ବାଚନ ମଇଦାନରେ କରୁଛନ୍ତି ଜୋରଦାର ପ୍ରଚାର

ନିର୍ବାଚନ ମଇଦାନରେ ସେହି ମହାଶୟଙ୍କ ଜୋଶ୍ ଦେଖିଲେ ଠିକ୍ ଅନୁମାନ କରିହେଉଛି, ଯେମିତି ବୟସ ୟାଙ୍କ ପାଖେ ହାର ମାନିଛି । ଉଭୟ ଚାଲି ଓ ବୋଲି ଦୁଇଟି ଯାକରେ ପାରଙ୍ଗମ । More