ଭାରତର କୋଣ ଅନୁକୋଣରେ ରହିଛି ଏହି ସବୁ ସ୍ଥାନ, ଜାଣନ୍ତୁ..

ଆମ ଦେଶରେ କିଛି ଏପରି ସ୍ଥାନ ରହିଛି ଯାହା ଭାରତର ଶେଷ ସ୍ଥାନ ନାମରେ ବେଶ୍‌ ଜଣାଶୁଣା । ଯାହା ବିଷୟରେ ଜାଣିଲେ ହୁଏତ ଆପଣ ବି ସେଠାକୁ ଯିବାକୁ ଆଗ୍ରହୀ ହେବେ । ତେବେ ଜାଣନ୍ତୁ ଭାରତରେ କେଉଁ ସବୁ ପର୍ଯ୍ୟଟନ ସ୍ଥଳୀ ରହିଛି....

Last Places Of India

ସାଧାରଣତଃ ପ୍ରାୟ ସମସ୍ତଙ୍କୁ ଭ୍ରମଣ କରିବାକୁ ଭଲଲାଗିଥାଏ । ବିଶ୍ୱରେ ଭ୍ରମଣ ପାଇଁ ଭଳି କି ଭଳି ସ୍ଥାନ ମଧ୍ୟ ରହିଛି । ଦୁନିଆରେ ଅନେକ ରୋମାଞ୍ଚକର ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକୁ ଜୀବନ କାଳ ମଧ୍ୟରେ ଥରେ ପରିଦର୍ଶନ କରିବା ନିହାତି ଆବଶ୍ୟକ । ଏଥିମଧ୍ୟରେ ଭାରତରେ ବି ଏମିତି ଅନେକ ସ୍ଥାନ ରହିଛି ଅଛି ଯାହା ବିଷୟରେ ଜାଣିଲେ ହୁଏତ ଆପଣ ବି ସେଠାକୁ ଯିବାକୁ ଆଗ୍ରହୀ ହେବେ ।

ଆମ ଦେଶରେ କିଛି ଏପରି ସ୍ଥାନ ରହିଛି ଯାହା ଭାରତର ଶେଷ ସ୍ଥାନ ନାମରେ ବେଶ୍‌ ଜଣାଶୁଣା । କେବଳ ଏତିକି ନୁହେଁ ଏହି ସ୍ଥାନ ଗୁଡିକ ଭ୍ରମଣ ପ୍ରିୟ ବ୍ୟକ୍ତିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଫଳରେ ଏହା ଦେଶର କୋଣ ଅନୁକୋଣରୁ ଲୋକଙ୍କୁ ଆକର୍ଷିତ କରିପାରୁଛି ।

ତେବେ ଜାଣନ୍ତୁ ଭାରତରେ କେଉଁ ସବୁ ପର୍ଯ୍ୟଟନ ସ୍ଥଳୀ ରହିଛି -

୧. ଭାରତର ଶେଷ ଦୋକାନ 'ହିନ୍ଦୁସ୍ତାନ୍ କି ଅନ୍ତିମ୍ ଦୁକାନ୍'

୨. ଭାରତର ଶେଷ ଗାଁ

୩. ଭାରତର ଶେଷ ରାସ୍ତା

୪. ଭାରତର ଶେଷ ରେଳ ଷ୍ଟେସନ୍

୫. ଭାରତର ଶେଷ ବେଳାଭୂମି