ଖାଦ୍ୟକୁ କରନ୍ତୁ ନାହିଁ ଅନାଦାର, ନହେଲେ ମିଳିବ ଅଶୁଭ ଫଳ

ଅନ୍ନ ବା ଭୋଜନକୁ କଦାପି ଅନାଦର କରିବା ଉଚିତ ନୁହେଁ। କୁହାଯାଏ, ଅନ୍ନର ଗୋଟିଏ ଦାନାରେ ମଧ୍ୟ ଜୀବନଦାନ ଦେଇଥାଏ । ବାସ୍ତୁରେ ଅନ୍ନ ସହ ଜଡିତ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକୁ ଜୀବନରେ ପାଳନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ ।

News Summary

ରୋଷେଇ ଘରେ ମା’ଅନ୍ନପୂର୍ଣ୍ଣାଙ୍କ ଫଟୋ ଲଗାନ୍ତୁ

ଓଦା ଗୋଡ଼ରେ ଭୋଜନ ପ୍ରସ୍ତୁତ କରନ୍ତୁ

ଭୋଜନ ଭଗବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉପହାର ଓ ପ୍ରସାଦ। ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଅଗ୍ନି ଦ୍ୱାରା ଭୋଜନ ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପ୍ରସ୍ତୁତ ହେବା ପରେ ଅଗ୍ନିଙ୍କ ନିକଟରେ ଏହାକୁ ରଖିବା ସହ କିଛି ଅର୍ପଣ କରିବା ଉଚିତ । ଭୋଜନକୁ ନେଇ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି ଯାହା ପାଳନ କଲେ ଶୁଭପ୍ରଦ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଭୋଜନକୁ ନେଇ ବାସ୍ତୁଶାସ୍ତ୍ରରେ କଣ ରହିଛି ନିୟମ...