ଆଜିର ରାଶିଫଳ: ଏହି ରାଶିରେ ଆକସ୍ମିକ ଭାବେ ଅର୍ଥ ପ୍ରାପ୍ତିର ସମ୍ଭାବନା ରହିଛି

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ, ସୋମବାର । ପୂର୍ଣ୍ଣିମା - ୮ମୀ ଦିବା ୧୧/୩୪/୪୯ ଗତେ ୯ମୀ ଚନ୍ଦ୍ର- କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନ ରାଶିରେ, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ ରାତ୍ରି ୧୦/୨୫/୫୮ ଗତେ ୧ ପାଦ କୁଟୁମ୍ଭ ହାନି ତିଳକାଞ୍ଚନ ଦାନ ।

Daily Horoscope

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ, ସୋମବାର । ପୂର୍ଣ୍ଣିମା - ୮ମୀ ଦିବା ୧୧/୩୪/୪୯ ଗତେ ୯ମୀ ଚନ୍ଦ୍ର- କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନ ରାଶିରେ, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ ରାତ୍ରି ୧୦/୨୫/୫୮ ଗତେ ୧ ପାଦ କୁଟୁମ୍ଭ ହାନି ତିଳକାଞ୍ଚନ ଦାନ ।

ଶୁଭ ସମୟ:- ଦିବା ୦୮/୪୦/୫୯ ରୁ ୧୦/୨୮/୨୦, ରାତ୍ରି ୦୯/୦୯/୫୭ ରୁ ୧୦/୨୧/୧୧ , ରାତ୍ରି ୧୧/୪୩/୨୩ ରୁ ୧୨/୦୫/୧୮, ରାତ୍ରି ୦୧/୩୨/୫୯ ରୁ ୦୩/୦୦/୩୯ , ରାତ୍ରି ୦୩/୪୪/୨୯ ରୁ ୦୪/୨୮/୨୦

ଅଶୁଭ ସମୟ:- ରାହୁକାଳ- ରାତ୍ରି ୦୬/୫୦/୧୧ ରୁ ୦୮/୨୭/୫୭, କାଳବେଳା- ରାତ୍ରି ୦୬/୫୦/୧୧ ରୁ ୦୮/୨୭/୫୭, ବାରବେଳା –ଦିବା ୦୨/୫୯/୦୩ ରୁ ୦୪/୩୬/୪୯, କାଳରାତ୍ରି- ରାତ୍ରି ୧୦/୨୧/୧୧ ରୁ ୧୧/୪୩/୨୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-

ପ୍ରତିକାର:- ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ବୃଷ :-

ପ୍ରତିକାର:- ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:-

ପ୍ରତିକାର :- ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ:-

ପ୍ରତିକାର :- ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ:-

ପତିକାର :- ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା :-

ପ୍ରତିକାର- ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ତୁଳା:-

ପ୍ରତିକାର :- ଶିବ ମନ୍ଦିର ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା:-

ପ୍ରତିକାର:- ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ:-

ପ୍ରତିକାର –ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର:-

ପ୍ରତିକାର :- ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ :-

ପ୍ରତିକାର:- ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ:-

ପ୍ରତିକାର:- ଶ୍ରୀ ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ ।

(ଜୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)