Today Panchang 3rd Dec 2022: ଆଜି କୌଣସି ଶୁଭ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ, ଶୁଭ ମୁହୂର୍ତ୍ତ...

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର। ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ଆଜି ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରୁଛନ୍ତି, ତା’ହେଲେ ଏହି ସମୟ ପ୍ରତି ଧ୍ୟାନ ଦିଅନ୍ତୁ...

Today Panchang

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର।  ଚନ୍ଦ୍ର  –  ମୀନ ଅହୋରାତ୍ର, ତିଥି- ୧୧ମୀ ନିଶାନ୍ତ ୦୫/୩୪ ଗତେ ୧୨ଶୀ ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ନିଶାନ୍ତ ୦୫/୪୩ ଗତେ ୨ ପାଦ। 

ଶୁଭ ସମୟ-     

ପ୍ରାତଃ ୦୭/୩୬ ରୁ ୦୮/୫୩

ଦିବା ୧୧/୫୮ ରୁ ୧୨/୫୭    

ଦିବା ୦୨/୧୯ ରୁ ୦୨/୫୨

ରାତ୍ରି ୦୩/୩୫ ରୁ ୦୩/୪୧

ରାତ୍ରି ୦୨/୪୦ ରୁ ୦୩/୩୨

ଅଶୁଭ ସମୟ-

ରାହୁକାଳ - ଦିବା ୦୮/୫୩ ରୁ ୧୦/୧୪

କାଳବେଳା -  ପ୍ରାତଃ ୦୬/୦୯ ରୁ ୦୭/୩୧ ଓ ଦିବା ୦୩/୪୧ ରୁ ୦୫/୦୨

ବାରବେଳା – ଦିବା ୧୨/୫୭ ରୁ ୦୨/୧୯

କାଳରାତ୍ରି – ସନ୍ଧ୍ୟା ୦୫/୦୨ ରୁ ୦୬/୪୧ ଓ ନିଶାନ୍ତ ୦୪/୩୧ ରୁ ୦୬/୧୦