Today Panchang 18th Oct 2022 : ଆଜିର ପଞ୍ଚାଙ୍ଗରୁ ଜାଣନ୍ତୁ କେଉଁ ଶୁଭ ସମୟରେ କରିବେ ଠାକୁରଙ୍କ ପୂଜା

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchag

News Summary

ଜାଣନ୍ତୁ ଆଜିର ପଞ୍ଜାଙ୍ଗ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୮ମୀ ଦିବା ୧୧/୫୮ ଗତେ ୯ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ

ଶୁଭ ସମୟ:

ଅଧିକ ପଢ଼ନ୍ତୁ: Daily Horoscope 18th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ଅଶୁଭ ସମୟ: