ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ନୂଆପଡ଼ା: ଅବିଭକ୍ତ ଖାସବହଲ ପଞ୍ଚାୟତକୁ ମରୁଡ଼ି ଘୋଷଣା ଓ ଫସଲ ବୀମା ଟଙ୍କା ଦାବିରେ ଦହେଲପଡ଼ା ଗାଁ ନିକଟରେ ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ; ଖଡ଼ିଆଳ-ଭବାନୀପାଟଣା ମଧ୍ୟରେ ଯାତାୟତ ଠପ୍
ରାଇରଙ୍ଗପୁର: ବିଶୋଇ ଥାନା ନିକଟରେ ବ୍ରିଜ୍ ତଳକୁ ଖସିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର
ଭଦ୍ରକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ DRDA ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସୋର: ଅନନ୍ତପୁର ପାଖ ଛକରେ ଏଟିଏମ୍ ଭଙ୍ଗାରୁଜା, ଟଙ୍କା ଲୁଟ୍ ସନ୍ଦେହ
ପୁରୀ: ଶ୍ରୀମନ୍ଦିରରେ ଟିକେଟ ଦର୍ଶନ ନେଇ ବୈଠକ, ଏହି ନୂଆ ବ୍ୟବସ୍ଥା ତଦାରଖ ପାଇଁ ପରିଚାଳନା କମିଟିକୁ ଦାୟିତ୍ୱ, ଟିକେଟ ଦର୍ଶନର ଅବଧି ଓ ପହିଲି ଭୋଗ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର
ରାଉରକେଲା IGH ହେବ ସୁପର ସ୍ପେଶାଲିଟି ହସ୍ପିଟାଲ୍, ଏଥିପାଇଁ ପିସିସି ସଭାପତି ନିରଞ୍ଜନଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ରେ ୨୦ ଲକ୍ଷ ଟଙ୍କା ଜମା କରିଛି କଂଗ୍ରେସ୍, କଂଗ୍ରେସ ସଦସ୍ୟଙ୍କଠାରୁ ଦାନ ସଂଗ୍ରହ କରି ଟଙ୍କା ଜମା କରିଛନ୍ତି ନିରଞ୍ଜନ
ବୁଲନ୍ଦଶହର ହିଂସାକାଣ୍ଡ ଘଟଣା: ମୃତ ପୁଲିସ୍ଙ୍କ ପରିବାରଙ୍କୁ ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା
ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ ନିର୍ଯାତନା ଘଟଣାକୁ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ଭାଇରାଲ୍ ଧର୍ମାନ୍ତରୀକରଣ ଭିଡିଓର କୌଣସି ଅଭିଯୋଗ ଆସିନି,ଅଭିଯୋଗ ଆସିଲେ ତଦନ୍ତ ହେବ, ଦୋଷୀଙ୍କୁ ଦଣ୍ଡ ମିଳିବ
ଢେଙ୍କାନାଳ ବେଲଟିକିରି ଘଟଣା ପରେ ପ୍ରଶାସନର ତତ୍ପରତା, ବିଭିନ୍ନ ସ୍ଥାନରେ ଗୁଡ ନ୍ୟୁଜ୍ ଇଣ୍ଡିଆର ସେଲ୍ଟର ହୋମ୍ ଖାଲି କରୁଛି ପ୍ରଶାସନ
ପାଲଲହଡ଼ା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବା ଚର୍ଚ୍ଚା ପ୍ରସଙ୍ଗରେ ବିଧାୟକ ମହେଶ ସାହୁ କହିଲେ,ଏଠାରୁ ସେ ଲଢ଼ିଲେ ମୁଁ ସ୍ୱାଗତ କରିବି, ମୁଁ ଲଢ଼ିବାକୁ ଭୟଭୀତ ନୁହେଁ, ମୋର ଯାହା ଆକଳନ ସେ ଲୋକସଭା କି ବିଧାନସଭା କେଉଁଠୁ ଲଢ଼ିବେନି,ବିଧାୟକ ହେଲେ ପାଦରେ ଚାଲିବାକୁ ପଡ଼ିବ, ସେ ପବନରେ ଉଡ଼ୁଛନ୍ତି
First
Prev
2351
2352
2353
2354
2355
2356
2357
2358
2359
2360
2361
Next
Last
© 2022 - Odisha Television Limited. All Rights Reserved.