ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ସୁନ୍ଦରଗଡ଼: ଜିଲ୍ଲା ପୁଲିସ୍ ଅସ୍ତ୍ରାଗାରରୁ ୬୦ ରାଉଣ୍ଡ ଗୁଳି ଚୋରି ଘଟଣା; ଅଟକ କନଷ୍ଟେବଲ୍ ଗୁଲସନ କିରୋ ଗିରଫ ସହ କାର୍ଯ୍ୟରୁ ନିଲମ୍ବିତ, ୬୦ ରାଉଣ୍ଡ୍ ଗୁଳି ଜବତ, ଗୁଲସନକୁ ସହଯୋଗ କରିଥିବା ଜଣେ ସହଯୋଗୀ ଅଟକ
ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେଡିରେ ମିଶିବା ଚର୍ଚ୍ଚା ନେଇ ବରିଷ୍ଠ ନେତା ଦାମ ରାଉତ କହିଲେ- ଯାହାଙ୍କୁ ନିନ୍ଦିତ କରି ବିଦା କରିଥିଲେ, ତାଙ୍କୁ ପୁଣି ଆଣିବାକୁ ଉଦ୍ୟମ କରାଯାଉଛି, ମୁଁ ବିଶ୍ୱାସ କରି ପାରୁନି ସେମାନେ ସେଠାକୁ ଫେରିବେ ବୋଲି, ବିଜୟ ଚାଲାକ, ଚତୁର ଓ ଅଭିଜ୍ଞ ରାଜନେତା, ସେ ଠିକ୍ ନିଷ୍ପତ୍ତି ନେବେ
ଦିଲୀପ ରାୟ ଓ ବିଜୟ ମହାପାତ୍ର ବିଜେପି ଛାଡ଼ିବା ପରେ ବରିଷ୍ଠ ନେତା ଦାମ ରାଉତ କହିଲେ- ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ଚାହୁଁଛି, ମୋ ସହ ମିଶ, କ୍ଷମତା ପାଇଁ ସ୍ୱାଭିମାନକୁ ଜଳାଞ୍ଜଳି ଦେବା ଠିକ୍ ନୁହେଁ
କଟକ: ରଣଜୀରେ ତ୍ରିପୁରାକୁ ୫ ୱିକେଟରେ ହରାଇଲା ଓଡ଼ିଶା; ପଏଣ୍ଟ ଟେବୁଲ୍ରେ ଓଡ଼ିଶା ୧୩ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଉନ୍ନୀତ
ଜଳେଶ୍ୱର: ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ; ଭୋଗରାଇ ଅଞ୍ଚଳରୁ ପୀଡ଼ିତାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ
ବିନିକା: ବିନିକା ବ୍ଲକ ସିଂହିଯୁବା ଗାଁର ଚାଷୀ ଭୁତୁଲୁ କର୍ଣ୍ଣ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପତ୍ନୀ ଓ ପୁତ୍ର; ଚାଷ ଜମିରେ ଚକଡ଼ା ପୋକ ଲାଗିଥିବାରୁ ଚିନ୍ତାରେ ଥିଲେ
ଭୁବନେଶ୍ୱର: ୩ଟି ଛିନତାଇ ଗ୍ୟାଙ୍ଗର ୯ ଲୁଟେରା ଗିରଫ; ୪ଟି ବାଇକ ଓ ୩୫ଟି ମୋବାଇଲ ଜବତ କଲା କମିଶନରେଟ ପୁଲିସ୍
ମୋହନା: ଆର.ଉଦୟଗିରି ଥାନା ବିଲେଇକୂଅଁ ଘାଟିରୁ ଖସିଲା ୧୦ ଚକିଆ ଟ୍ରକ, ୩ ମୃତ
ନୂଆଦିଲ୍ଲୀ: କୋଣାର୍କ ମନ୍ଦିର ସୁରକ୍ଷା ନେଇ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିଲେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ସମୀର ଦାଶ, ସଂସ୍କୃତି ନିର୍ଦ୍ଦେଶକ, ASI ଡିଜି ମଧ୍ୟ ଉପସ୍ଥିତ
ସମ୍ବଲପୁର ଓ ହୀରାକୁଦରେ ରେଳ ରୋକ ଯୋଗୁ ଆଜି ୧୨ଟି ଟ୍ରେନ୍ ବାତିଲ: ରେଲୱେ ପକ୍ଷରୁ ଉଭୟ ପଟୁ ଟ୍ରେନ୍ ବାତିଲ୍
First
Prev
2354
2355
2356
2357
2358
2359
2360
2361
2362
2363
2364
Next
Last
© 2022 - Odisha Television Limited. All Rights Reserved.