ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ସଚିବାଳୟରେ ମକ୍ ପୋଲ୍; ମୁଖ୍ୟ ସଚିବଙ୍କ ସହ ବହୁ ଅଧିକାରୀ ସାମିଲ୍, ମକ୍ ପୋଲରେ ଇଭିଏମ୍, ଭିଭିପାଟ୍ ବ୍ୟବହାର ନେଇ ଅବଗତ କରାଗଲା
ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ନେଇ କୃଷି ସଚିବ କହିଲେ- ଆମେ ଏବେ କାଳିଆ ଯୋଜନା ତାଲିକା ପ୍ରସ୍ତୁତ କରୁଛୁ; କେନ୍ଦ୍ର ଚିଠି ପାଇଛୁ, ପରୀକ୍ଷାନିରୀକ୍ଷା ଚାଲିଛି, କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବୁ
ପୁରୀ: ଶ୍ରୀମନ୍ଦିର ସଂସ୍କାର ପାଇଁ ଆସନ୍ତା ୧୭ରେ ଗୋବର୍ଦ୍ଧନ ମଠରେ ଆଲୋଚନା ପାଇଁ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଡାକିଲେ ଶଙ୍କରାଚାର୍ଯ୍ୟ; ବୈଠକରେ ସାମିଲ୍ ହେବାକୁ ମନ୍ଦିର ପରିଚାଳନା କମିଟିକୁ ବି ନିମନ୍ତ୍ରଣ କଲେ, ଗୋବର୍ଦ୍ଧନ ମଠ ମୁଖପାତ୍ର ମନୋଜ ରଥ ଏହି ସୂଚନା ଦେଇଛନ୍ତି
ଜଳେଶ୍ୱର: ଭୋଗରାଇ ରାମଚନ୍ଦ୍ରପୁର ସେବାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା, ଅନୁସନ୍ଧାନ ପାଇଁ ଯାଇଥିବା ୨ ଶିଶୁ ମଙ୍ଗଳ ଅଧିକାରୀ ଅଟକ
ଆସନ୍ତା ୧୫ରେ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିବ; ସାଢ଼େ ୪ ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ମିଳିବ, ଆସନ୍ତା ୨୨ରେ ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସହାୟତା ମିଳିବ, ସୂଚନା ଦେଲେ କୃଷି ସଚିବ
ବାଲେଶ୍ୱର: ରାଣୀପାଟଣା ବ୍ୟାଙ୍କ କଲୋନୀରେ ଡବଲ୍ ମର୍ଡର, ଘର ଭିତରୁ ମହିଳା ଓ ପୁରୁଷଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପୁଲିସ୍ର ତନାଘନା
ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ସହିଦ ନଗରର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା; ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକେ
ଭୁବନେଶ୍ୱର: ପ୍ରାର୍ଥନା ଚ୍ୟାନେଲ ପକ୍ଷରୁ ଚଉଷଠୀ ଯୋଗିନୀ ପୀଠରୁ ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ; ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି, ପଦଯାତ୍ରାରେ ସାଧୁସନ୍ଥ, କଳାକାର ଓ ଚ୍ୟାନେଲ୍ ପରିବାର ସାମିଲ ହୋଇଛନ୍ତି
ବଲାଙ୍ଗିର: ତୁଷୁରା ଡାକ୍ତରଖାନାକୁ ଅପଗ୍ରେଡ୍ ଦାବିରେ ନାଗରିକ କମିଟି ପକ୍ଷରୁ ତୁଷୁରା ଓ ଗୁଡ଼ଭେଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା
ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ-ବାଲେଶ୍ୱର କୋ-ଅପରେଟିଭ୍ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
First
Prev
2243
2244
2245
2246
2247
2248
2249
2250
2251
2252
2253
Next
Last
© 2022 - Odisha Television Limited. All Rights Reserved.