ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ପଟ୍ଟାମୁଣ୍ଡାଇ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଭୁଜାଲିରେ ଆକ୍ରମଣ,ଗୁରୁତର ସାମ୍ବାଦିକ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି, ଏକ ଅପହରଣ ଖବର ପ୍ରସାରଣକୁ ନେଇ ଆକ୍ରମଣ ସୂଚନା
ପୁରୀରେ ୧ରୁ ୩ ତାରିଖ ଯାଏ ବିଜେପି ଆଦିବାସୀ ମୋର୍ଚ୍ଚାର ମହାଧିବେଶନ: ଆସାମ ଓ ଅରୁଣାଚଳ ମୁଖ୍ୟମନ୍ତ୍ରୀଙ୍କ ସହ ତ୍ରିପୁରା ଉପମୁଖ୍ୟମନ୍ତ୍ରୀ ଆସିବେ, ୩ରେ ଆଦିବାସୀ ଅଧକାର ରାଲି, ଯୋଗଦେବେ ଲକ୍ଷେ ଜନଜାତି
ରାଜ୍ୟର ବିଭିନ୍ନ ଆଶ୍ରମ ସ୍କୁଲରେ ନାବାଳିକା ଗର୍ଭବତୀ ଘଟଣା: ରାଜ୍ୟକୁ ରିପୋର୍ଟ ମାଗିଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ, ଘଟଣାର ତଦନ୍ତ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ
ବିଧାନସଭା ସ୍ୱାଧିକାର କମିଟିରୁ କେଭି ସିଂହଦେଓ ଙ୍କ ଇସ୍ତଫାକୁ ନେଇ ସମୀର ମହାନ୍ତି କହିଲେ- ଯେଉଁ ଗଣମାଧ୍ୟମ ସରକାରଙ୍କୁ ନ ମାନନ୍ତି, ସରକାର ତାଙ୍କୁ ନାଲି ଆଖି ଦେଖାନ୍ତି,ସ୍ୱାଧିକାର କମିଟି OTV ନିର୍ଦ୍ଦେଶକଙ୍କୁ ଡାକିବା ଘଟଣା ପସନ୍ଦଯୋଗ୍ୟ ନୁହେଁ, ଏପରି କରି ସରକାର ଗଣମାଧ୍ୟମର କଣ୍ଠରୋଧ ଲାଗି ପ୍ରୟାସ କରିଛନ୍ତି
ରାଜଗାଙ୍ଗପୁରରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା
ଲକ୍ଷ୍ମୀଦତ୍ତ ହତ୍ୟାକୁ ନେଇ ପୁଲିସର ସମନ ପରେ ଭୃଗୁ ବକ୍ସିପାତ୍ର କହିଲେ- ଏଯାବତ୍ କୌଣସି ନୋଟିସ୍ ପାଇନାହିଁ, ରାଜ୍ୟ ସରକାର ପ୍ରତିହିଂସା ପରାୟଣ ହୋଇ ପଡ଼ିଛନ୍ତି, ପୁଲିସ ବହୁ ଦିନରୁ ଚାର୍ଜସିଟ୍ କରିଛି, ପୂର୍ବରୁ କେବେ ବି ମୋତେ ଡାକିନି, ଏବେ ମୋ ନାଁ ନିଆଯିବା ଆଶ୍ଚର୍ଯ୍ୟ କରୁଛି
ପ୍ରିୟଙ୍କା ଓ ନିକ୍ଙ୍କ ରିସେପସନ୍ରେ ପ୍ରଧାନମନ୍ତ୍ରୀ
ପଟ୍ଟାମୁଣ୍ଡାଇ: ରାଜନଗର ବଜାରରେ ଗହଣା ଦୋକାନରୁ ଲୁଟ୍, ଦୋକାନୀ ଧୂପ ଦେଲାବେଳେ ଗହଣା ବ୍ୟାଗ୍ ଝାମ୍ପିନେଲେ ବାଇକ୍ରେ ଆସିଥିବା ଦୁଇ ଦୁର୍ବୃତ୍ତ, ବ୍ୟାଗ୍ରେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିଲା
ଖୋର୍ଦ୍ଧା: ବେଗୁନିଆ ସିମର ଗାଁରେ ଘରେ ପଶି ଯୁବକଙ୍କୁ ହତ୍ୟା, ହତ୍ୟା ପରେ କାନ୍ଥରେ ‘ମୁଁ ହତ୍ୟା କରିଛି’ ବୋଲି ଲେଖିଛି ଦୁର୍ବୃତ୍ତ
ସାଲେପୁର କୁଳିଆ ସମାବେଶରେ ଅମିତ ଶାହଙ୍କ ବକ୍ତବ୍ୟ: କହିଲେ- ଆଗାମୀ ନିର୍ବାଚନରେ ଜଣେ ଓଡ଼ିଆ ଭାଷା କହୁଥିବା ନେତା ବାଛିବା
First
Prev
2240
2241
2242
2243
2244
2245
2246
2247
2248
2249
2250
Next
Last
© 2022 - Odisha Television Limited. All Rights Reserved.