ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
କାଳିଆ ଯୋଜନା ଟଙ୍କା ପ୍ରଦାନ ନେଇ କୃଷି ସଚିବ କହିଲେ- ଏହି ଯୋଜନା ପାଇଁ ପ୍ରଥମେ ୨୦ ଲକ୍ଷ ଚାଷୀଙ୍କ ଡ୍ରାଫ୍ଟ ତାଲିକା ହୋଇଥିଲା,ଏଥିରେ କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଯାଇଥିଲେ, ପଞ୍ଚାୟତରେ ଯାଞ୍ଚ ପରେ ୧୨ ଲକ୍ଷ ୪୫ ହଜାର ଚାଷୀ ତାଲିକାରେ ରହିଛନ୍ତି
ଖୋର୍ଦ୍ଧା: ଜଣେ ଆଇନଜୀବୀଙ୍କ ଜେମାଦେଈ ସ୍ଥିତ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ୬ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ, ୭୬ ଜଣଙ୍କ ସାକ୍ଷୀ ଆଧାରରେ ୬୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ
ମିଳିତ ଅଧିବେଶନରେ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: କହିଲେ-ରେଳ ଦୁର୍ଘଟଣା ହ୍ରାସ ପାଇଁ ପ୍ରାୟ ସବୁ ଜେଗୁଆଳୀବିହୀନ ଲେଭଲକ୍ରସିଂ ହଟାଇ ଦିଆଯାଇଛି, ଶିଶୁମାନଙ୍କ ପ୍ରତି ଅପରାଧ ହ୍ରାସ ପାଇଁ କଡ଼ା ପଦକ୍ଷେପ ନିଆଯାଇଛି, ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ଫାଶି ଦଣ୍ଡର ବ୍ୟବସ୍ଥା କରାଯାଇଛି
ଆଜି ଦେଶର ପ୍ରତ୍ୟେକ ଗାଁକୁ ବିଜୁଳି ଯୋଗାଇ ଦିଆଯାଇଛି, ଆୟକର ବୋଝ ହଟାଇ ମଧ୍ୟମବର୍ଗଙ୍କୁ ସରକାର ଆଶ୍ୱସ୍ତି ଦେଇଛନ୍ତି, ୧୨ ଲକ୍ଷ ଦିବ୍ୟାଙ୍ଗଙ୍କୁ ସାଢେ ୪ କୋଟିର ଉପକରଣ ଦିଆଯାଇଛି, ଦିବ୍ୟାଙ୍ଗଙ୍କ ପାଇଁ ରେଳ ଷ୍ଟେସନରେ ସୁବିଧା କରାଯାଇଛି: ରାଷ୍ଟ୍ରପତି ରାମନାଥ କୋବିନ୍ଦ
ମିଳିତ ଅଧିବେଶନରେ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: କହିଲେ- ଗତ ୪ ବର୍ଷରେ ମେଡିକାଲ ଶିକ୍ଷା ପାଇଁ ୩୧ ହଜାର ସିଟ୍ ଯୋଡ଼ାଯାଇଛି, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଦିଆଯାଉଛି, ଗତ ସାଢେ ୪ ବର୍ଷରେ ୧ କୋଟି ୩୦ ଲକ୍ଷ ଘର ନିର୍ମାଣ କରାଯାଇଛି
ବାଲୁଗାଁ: ୩ଟି ମନ୍ଦିରରୁ ହୁଣ୍ଡି ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍; ଗୋପୀନାଥପୁର ମା’ ବାଟ ମଙ୍ଗଳା ମନ୍ଦିର, ମଠପାଟଣାର ମା’ଙ୍କ ମନ୍ଦିର ଓ ତେନ୍ତୁଳିଡିହି ଶ୍ୟାମସୁନ୍ଦରୀ ମନ୍ଦିରରୁ ହୋଇଛି ଲୁଟ୍
ବାଲେଶ୍ୱର: ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ବଦଳି ନେଇ ରେମୁଣା ଗୋପୀନାଥପୁର ଛକ-ସନନଦୀ ରାସ୍ତାରେ ବସିଲେ ଛାତ୍ରୀ
ଭବାନୀପାଟଣା: ମ.ରାମପୁର-କେନ୍ଦୁଘାଟିରେ ରାସ୍ତା କାମରେ ନିୟୋଜିତ ଜେସିବି ପୋଡ଼ିଲେ ନକ୍ସଲ, ଗଛ ପକାଇ ଫିକରକୁପା-ଢେପଗୁଡ଼ା ରାସ୍ତା ଅବରୋଧ
କଟକ, ଭୁବନେଶ୍ୱର ସହରରେ ବଢ଼ିଛି ଅପରାଧ ହାର,୨୦୧୫, ୧୬, ୧୭ ତୁଳନାରେ ୨୦୧୮ରେ ଅପରାଧ ହାର ୫% ବୃଦ୍ଧି, ହତ୍ୟା, ଡକାୟତି, ଦୁଷ୍କର୍ମ, ଦୁର୍ଘଟଣା ବୃଦ୍ଧି ପାଇଥିବା ପୋଲିସର ସୂଚନା
First
Prev
2239
2240
2241
2242
2243
2244
2245
2246
2247
2248
2249
Next
Last
© 2022 - Odisha Television Limited. All Rights Reserved.