ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ପାଇଲେନି ହକି ଟିକେଟ: ସେ କହିଲେ- ବାରମ୍ବାର ଅନୁରୋଧ ସତ୍ତ୍ୱେ ପାସ୍ କି ଟିକେଟ ମିଳିଲାନି, ଟଙ୍କା ଦେବାକୁ କହିଥିଲେ ମଧ୍ୟ ଟିକେଟ ଖଣ୍ଡେ ଦେଲେନି, ବିଶାଲ ଦେବଙ୍କୁ ଅନୁରୋଧ କରିବା ସତ୍ତ୍ୱେ ବି ଦେଲେନି; ଏଥିରୁ ଜଣାପଡ଼ୁଛି ସରକାରଙ୍କ ପାଖରେ ସାଧାରଣ ସୌଜନ୍ୟତା ନାହିଁ
ଭଦ୍ରକ: ଭଣ୍ଡାରୀପୋଖରୀ ବ୍ଲକ ବିକେଏମ୍ ହାଇସ୍କୁଲରେ ପାଚେରି ଭୁଶୁଡ଼ି ୩ ଛାତ୍ର ଆହତ, ସମସ୍ତେ ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି
ସୁବର୍ଣ୍ଣପୁର: ସୋନପୁର ସହରର ବିଭିନ୍ନ ପଡ଼ାରେ ଦୂଷିତ ପାଣି ପିଇ ଶହେରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି; ଶତାଧିକ ଲୋକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି, ଜନସ୍ୱାସ୍ଥ୍ୟ ବିଭାଗ ଯୋଗାଉଥିବା ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ
ବ୍ରହ୍ମଗିରି: କୃଷ୍ଣପ୍ରସାଦ ବ୍ଲକରେ କାଉ ପରେ କୁକୁଡ଼ା ମଡ଼କ; ମାଲୁଦରେ ୨ ହଜାରରୁ ଅଧିକ କୁକୁଡ଼ା ମୃତ, ବାର୍ଡ ଫ୍ଲୁ ଆଶଙ୍କା, ମଧ୍ୟାହ୍ନ ଭୋଜନରୁ ଅଣ୍ଡାକୁ ବାଦ୍ ଦେବାକୁ ନିର୍ଦ୍ଦେଶ, ଅଙ୍ଗନଓ୍ୱାଡିରୁ ବି ଅଣ୍ଡାକୁ ବାଦ୍ ଦେବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ, ସୂଚନା ଦେଲେ କୃଷ୍ଣପ୍ରସାଦ ବିଡିଓ ଅଶୋକ କୁମାର ମହାନ୍ତି
ଦେବଗଡ଼ ବନଖଣ୍ଡ ଲୋଇମୁରା ସେକ୍ସନ ସାଲହି ନିକଟରୁ ଏକ ମାଈହାତୀର ମୃତଦେହ ଉଦ୍ଧାର: ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ, ବନ ବିଭାଗର ତନାଘନା
ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ NCPCR ସଦସ୍ୟ ୟଶୱନ୍ତ ଜୈନ: କହିଲେ, ସେଲଟର ହୋମରେ ଶିଶୁଙ୍କ ସୁରକ୍ଷା ନେଇ ଗାଇଡ଼ଲାଇନ ଦେଇଥିଲୁ, ସୁପାରିଶ ଅନୁସାରେ ପାଳନ କରାଯାଇନି, ଆମ ଟିମ୍ ଯାଞ୍ଚ କରୁଛି, ଯିଏବି ଖିଲାପ କରିଥିବ କାର୍ଯ୍ୟାନୁଷ୍ଠାନ ହେବ
ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଆଠଗଡ଼: ରାଜନଗର ହାତୀ ମୃତ୍ୟୁ ଘଟଣାରେ ଡିଏଫ୍ଓଙ୍କ ସୂଚନା; କହିଲେ- ହାତୀକୁ ହତ୍ୟା କରାଯାଇଛି
ପେଟ୍ରୋଲିୟମ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯୋଗାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଅନେକ ପ୍ରକଳ୍ପକୁ ଜମି ମିଳି ନଥିବା ଚିଠିରେ ଉଲ୍ଲେଖ କଲେ ଧର୍ମେନ୍ଦ୍ର
First
Prev
2240
2241
2242
2243
2244
2245
2246
2247
2248
2249
2250
Next
Last
© 2022 - Odisha Television Limited. All Rights Reserved.