ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଭିଡିଓ ମାଧ୍ୟମରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି, ଶିକ୍ଷକଙ୍କ ଦ୍ୱାରା ଭିଡିଓରେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି ଓ ଗଣିତର ଭିଡିଓ ରେକର୍ଡିଂ ହୋଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରାଙ୍କ ସୂଚନା
ପାଟ୍ରୋଲିଂ କରିବା ପାଇଁ ପୋଲିସଙ୍କୁ ମିଳିଲା ସ୍କୁଟି ଓ ବାଇକ, ବିଭିନ୍ନ ଥାନାକୁ ୫୩ ସ୍କୁଟି ଓ ୨୩ ବାଇକ ପ୍ରଦାନ କଲେ କମିଶନର, ଡିସିପି ଅଫିସ୍ରେ ସ୍ୱତନ୍ତ୍ର ଉତ୍ସବରେ ସ୍କୁଟି, ବାଇକ ପ୍ରଦାନ, ସ୍କୁଟି ଚଢ଼ି ସହରରେ ପାଟ୍ରୋଲିଂ କରିବେ ମହିଳା ପୋଲିସ କର୍ମଚାରୀ
ମାଲକାନଗିରିରୁ ଚିହ୍ନଟ ୩୬ ପଜିଟିଭ ମଧ୍ୟରେ ୨୯ ଜଣ BSF ଯବାନ, ୩ ଜଣ ହୋମ୍ କ୍ୱାରେଣ୍ଟିନ୍ ଓ ୪ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ, ଟ୍ୱିଟ୍ ଯୋଗେ ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ
ଗୁଗଲ୍ ଓ ଆପଲ୍ ଆପ୍ ଷ୍ଟୋର୍ରୁ ହଟିଲା ଟିକ୍ଟକ୍
ନୂଆଦିଲ୍ଲୀ: ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୬ ହଜାର ୮୯୩କୁ ବୃଦ୍ଧି, ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୬୬ ହଜାର ୮୪୦କୁ ବୃଦ୍ଧି, ମୋଟ ଆକ୍ଟିଭ୍ କେସ୍- ୨,୧୫,୧୨୫; ସୁସ୍ଥ- ୩,୩୪,୮୨୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା
ମୁମ୍ବାଇର ହୋଟେଲ୍ ତାଜ୍କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ପାକିସ୍ତାନ କରାଚିରୁ ଧମକ ଆସିଥିବା ସୂଚନା, ଧମକ ଆସିବା ପରେ ହୋଟେଲ୍ ତାଜ୍ ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା
ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍ ବନ୍ଦ ହେଲା, ଏବେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
କାରଖାନାରୁ ଗ୍ୟାସ୍ ଲିକ୍ ହୋଇ ଦୁଇ ମୃତ; ୪ ମେଡିକାଲରେ ଭର୍ତ୍ତି
ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା; କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ଅଭୟ, ତଦନ୍ତ ପାଇଁ ସୁନ୍ଦରଗଡ଼ ଗସ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ୍, ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା IIC ନିଲମ୍ବିତ ହୋଇଛନ୍ତି
ଭାରତର ପ୍ରଥମ କୋଭିଡ୍-୧୯ ଭ୍ୟାକ୍ସିନ୍ ପରୀକ୍ଷା ପାଇଁ ପ୍ରସ୍ତୁତ, ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଓ ଡ୍ରଗ୍ସ ନିୟନ୍ତ୍ରଣକାରୀ ସଂସ୍ଥା DCGI ଠାରୁ ଅନୁମୋଦିତ କୋଭାକ୍ସିନ୍କୁ ଚଳିତବର୍ଷ ଜୁଲାଇ ମାସ ମଧ୍ୟରେ ମଣିଷ ଶରୀରରେ ପରୀକ୍ଷଣ କରାଯିବ
First
Prev
1188
1189
1190
1191
1192
1193
1194
1195
1196
1197
1198
Next
Last
© 2022 - Odisha Television Limited. All Rights Reserved.