ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
କଟକ ମହାନଗର ନିଗମ ଅଞ୍ଚଳରୁ ୫୯ ପଜିଟିଭ ଚିହ୍ନଟ; ସେଥିରୁ ୫୬ କ୍ୱାରେଣ୍ଟାଇନରେ, ଜଣେ ହୋମ କ୍ୱାରେଣ୍ଟାଇନ୍ରେ ଓ ଅନ୍ୟ ୨ଟି ଲୋକାଲ କେସ
ଚୀନର ଏକପାଖିଆ ନିଷ୍ପତି ବିରୋଧରେ ଜାତିସଂଘରେ ଫେରାଦ ହେଲା ଭାରତ
୫୦ ପ୍ରତିଶତ କର୍ମଚାରୀରେ ଅଫିସ୍ ଚାଲିବା ପ୍ରସଙ୍ଗ, କେବଳ ପ୍ରଶାସନିକ କାର୍ଯ୍ୟା ଚାଲୁଥିବା ଅଫିସ୍ରେ ୫୦% ଷ୍ଟାଫ୍ କାମ କରିବେ, ଅତ୍ୟାବଶ୍ୟକୀୟ ବିଭାଗରେ ୫୦% ନିୟମ ଲାଗୁ ହେବନି ବୋଲି କହିଲା ଜିଏ ବିଭାଗ
ଆଜି ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ଗଂଜାମରୁ ସର୍ବାଧିକ ୪୯ ସୁସ୍ଥ, ଖୋର୍ଦ୍ଧାରୁ ସୁସ୍ଥ ହେଲେ ୨୪ ଜଣ, ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟ ମୋଟ ସୁସ୍ଥ ସଂଖ୍ୟା ୫୫୦୨
କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି, ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ପ୍ରସ୍ତୁତ ହେବ ମାର୍ଗଦର୍ଶିକା, ରାଜ୍ୟର ୪ ହସ୍ପିଟାଲରେ ଆରମ୍ଭ ହେବ, ଥେରାପି ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି
କନଷ୍ଟେବଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ନକ୍ସଲ
କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶିତ, କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡ଼ିଶା ୧୧ତମ ସ୍ଥାନରେ, ପ୍ରଥମରେ ଚଣ୍ଡିଗଡ଼, ଦ୍ୱିତୀୟରେ ମେଘାଳୟ ଓ ତୃତୀୟରେ ରାଜସ୍ଥାନ, ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ଦାଖଲର ସମୟ ସୀମା ବୃଦ୍ଧି, ୨୦୧୯-୨୦ର ରିଟର୍ଣ୍ଣ ଦାଖଲ ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି, ଏନେଇ ଇନ୍କମ୍ ଟ୍ୟାକ୍ସ ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି।
ସବୁ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚିବଙ୍କ ଚିଠି, ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ ନିର୍ଦ୍ଦେଶ, ସବୁ ଶିକ୍ଷାନୁଷ୍ଠାନରେ ହେଲ୍ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ, ଅଗଷ୍ଟ ୩୧ ସୁଦ୍ଧା ଶେଷବର୍ଷ ସେମିଷ୍ଟର ପରୀକ୍ଷା ସାରି ଫଳ ପ୍ରକାଶ ନିର୍ଦ୍ଦେଶ
କରୋନା ଲଢ଼େଇରେ ସାମିଲ୍ ଆଗଧାଡ଼ିର ଯୋଦ୍ଧାଙ୍କ ନିରାପତ୍ତା ନେଇ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି, ସେବା ଯୋଗାଉଥିବା କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେ ଡାଟାବେସ୍ କର କୋଭିଡ୍-୧୯ ପାଇଁ ପୃଥକ ଡାଟାବେସ୍ ପ୍ରସ୍ତୁତ କରି ମନିଟରିଂ ପାଇଁ ନିର୍ଦ୍ଦେଶ
First
Prev
1185
1186
1187
1188
1189
1190
1191
1192
1193
1194
1195
Next
Last
© 2022 - Odisha Television Limited. All Rights Reserved.