ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
BMC ଅଞ୍ଚଳରେ ବିଭିନ୍ନ ସମୟରେ ଆୟୋଜିତ ସମାବେଶ ଉପରେ କଟକଣା, ସମାବେଶ କାରଣରୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ କଟକଣା, ସମାବେଶ ଆୟୋଜିତ ଅଞ୍ଚଳର ଥାନାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ, ସୂଚନା ଓ ଅଭିଯୋଗକୁ ଅପେକ୍ଷା ନକରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ
'ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ସେବା'
କାଲିଠୁ ପୁରୀ ଭିତରକୁ ଆବଶ୍ୟକ ନଥିବା ଲୋକଙ୍କୁ ଛଡ଼ା ଯିବନି, ପୁରୀକୁ ଥିବା ୩ଟି ରାସ୍ତାରେ ଘେରାବନ୍ଦୀ କରି ଯାଞ୍ଚ କରାଯିବ; ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ ଓ ଜଗନ୍ନାଥ ସଡ଼କରେ ଯାଞ୍ଚ ହେବ, ପ୍ରବେଶ କରୁଥିବା ଲୋକଙ୍କୁ ସେଠାରେ ତଥ୍ୟ ଦେବାକୁ ପଡ଼ିବ, ଯାଞ୍ଚ ବେଳେ ଆବଶ୍ୟକ ନଥିବା ଲୋକଙ୍କୁ ଭିତରକୁ ଛଡ଼ାଯିବନି
ଜୁଲାଇ ଆରମ୍ଭରୁ କରୋନା ଦେଖାଇଲାଣି କରାଳ ରୂପ, ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜୀବନ, ୪ ଦିନରେ ୯ ମୃତ ସହ ଆକ୍ରାନ୍ତ ହେଲେଣି ୧୫୩୬
ଭୁବନେଶ୍ୱର ସହରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ, ୪୫ରୁ ୩୭ କ୍ୱାରେଣ୍ଟିନ, ୮ ଜଣ ଲୋକାଲ କଣ୍ଟା କେସ୍
ଘୁଞ୍ଚିଲା ଜେଇଇ ଏବଂ ନିଟ୍ ପରୀକ୍ଷା ତାରିଖ
JEE ଓ NEET ପ୍ରବେଶିକା ସେପ୍ଟେମ୍ବରକୁ ଘୁଞ୍ଚାଇବାକୁ ନେଇ ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ: ସେପ୍ଟେମ୍ୱର ୧ରୁ ୬ ମଧ୍ୟରେ ହେବ ଜେଇଇ ମେନ ପରୀକ୍ଷା, ସେପ୍ଟେମ୍ୱର ୨୭ରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା, ସେପ୍ଟେମ୍ୱର ୧୩ରେ ହେବ ନିଟ୍ ପ୍ରବେଶିକା ପରୀକ୍ଷା
ଆଜି ରାଜ୍ୟରେ ସୁସ୍ଥ ହେଲେ ୨୦୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ପହଞ୍ଚିଲା ୫୭୦୫
ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ କଲେ ଜିଏସ୍ଟି ସହ ସର୍ବାଧିକ ଫି ପଡ଼ିବ ୨୨ଶହ, ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍ ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ ହୋଇପାରିବ ଟେଷ୍ଟ, InDNA ଲାଇଫ ସାଇନ୍ସ ଲି, ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ଟେଷ୍ଟ ଅନୁମତି
କରୋନା ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ, ହୋମ କ୍ୱାରେଣ୍ଟାଇନକୁ କଡ଼ାକଡ଼ି ମାନିବା, ବୟସ୍କଙ୍କୁ ବିପଦରେ ପକାଇବାନି
First
Prev
1184
1185
1186
1187
1188
1189
1190
1191
1192
1193
1194
Next
Last
© 2022 - Odisha Television Limited. All Rights Reserved.